ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୋହେଲା ଯୋନ 3 ର ରେକର୍ଡ଼ ବିଜୟ

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସୁଶାନ୍ତଙ୍କୁ ଧନ୍ୟବାଦ ଜଣାଇଲେ ବିଜୟିନୀ ରୋଜି ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ । ଆଜି ହୋଇଥିବା ମତଗଣନା ଅନୁସାରେ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ଯୋନ 3 ର ବିଜୁ ଜନତା ଦଳ ପ୍ରାର୍ଥୀନୀ ଶ୍ରୀମତୀ ରୋଜି ନାୟକ…

କର୍ପୋରେଟ୍ ଆଇକନ୍ ଆୱାର୍ଡରେ ସୋଆକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସମ୍ମାନ

ସମ୍ମମ୍‌ର କ୍ୟାନ୍ସର ସ୍ପେଶିଆଲିଷ୍ଟ ଡାକ୍ତର ପ୍ରିୟା ପି. ନାୟକ ସମ୍ବର୍ଦ୍ଧିତ ‘ଏକ୍ସପ୍ଲୋର ଓଡ଼ିଶା’ କାର୍ଯ୍ୟକ୍ରମ ନିମନ୍ତେ ପ୍ରମେୟ ନ୍ୟୁଜ୍ -୭ ପୁରସ୍କୃତ ଭୁବନେଶ୍ୱର: ବିଶ୍ୱ ସ୍ତରରେ ଓଡ଼ିଶା ନିମନ୍ତେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ନିଜ ରାଜ୍ୟରେ ଅଭିନବ…

ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,(ଶାସକ ପ୍ରଶାସକ) : ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ଭୂଖଣ୍ଡର ସ୍ପର୍ଦ୍ଧିତ ସ୍ୱାଭିମାନର ସବୁଠାରୁ ସ୍ପଷ୍ଟ ସ୍ୱର । ଇଂରେଜ ବିରୋଧୀ ମହାସଂଗ୍ରାମର ମହାନାୟକ । ୨୩ ଜାନୁଆରୀ ୧୮୦୯ ମସିହାରେ ଜନ୍ମିତ ଏହି ମହାନ୍‌ ସଂଗ୍ରାମୀ ୨୮ ଫେବୃଆରୀ ୧୮୮୪ ମସିହାରେ ବନ୍ଦୀ ଥିବା…

ବାଣପୁର: ୧୪ ନଂ ଜିଲ୍ଲାପରିଷଦ ଜୋନ ଦଖଲ କଲା ବିଜେପି

ଚିଲିକା (ସେକ କୌଶର): ୧୪ ନଂ ଜିଲ୍ଲାପରିଷଦ ଭୋଟରେ ବାଜି ମାରିଲା ବିଜେପି ଚିଲିକା: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ଏହି ଗଣତିରେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ…

ବାସୁଦେବପୁର ପଞ୍ଚାୟତ ସମିତି : ଅଧ୍ୟକ୍ଷ କୁ ନେଇ କଂଗ୍ରେସ ଆଗୁଆ, ନିର୍ଣ୍ଣାୟକ ଭୂମିକାରେ ସ୍ଵାଧୀନ

ବାସୁଦେବପୁର(ପ୍ରତାପ ପାଢ଼ୀ ): ଆଜି ବାସୁଦେବପୁର ରେ ପଞ୍ଚାୟତ ସମିତି ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଶେଷ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଆଜି ବାସୁଦେବପୁର ରେ ଜିଲ୍ଲା ପରିଷଦଜୋନ୍ ନୋ ୨୦ ଓ ୨୧…

ବିଜେଡିର ମିଶ୍ରଣ ପର୍ବ: ଅନୁଗୁଳ ମ୍ୟୁନିସିପାଲିଟିର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଅନୁଗୁଳ ମ୍ୟୁନିସିପାଲିଟିର ବିଜେପି ଓ କଂଗ୍ରେସ ଦଳର ପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପୂର୍ବତନ ମ୍ୟୁନିସିପାଲିଟି ଚେୟାରମ୍ୟାନ୍‌, ପୂର୍ବତନ କାଉନ୍‌ସିଲର ଓ ୩୦୦ରୁ ଅଧିକ…

“ଆପଣମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ”– ମୁଖ୍ୟମନ୍ତ୍ରୀ

 https://youtu.be/KAZz8F8O8zs ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବାକି ସମସ୍ତ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ମୁମ୍ବାଇ ବିମାନ ବନ୍ଦରରେ ମଧ୍ୟ ଖୋଲିବ ହେଲ୍ପ ଡେସ୍କ ଛାତ୍ରଛାତ୍ରୀମାନେ ସରକାରଙ୍କୁ…

ମାହାଙ୍ଗା ବ୍ଲକ 40 ନମ୍ବର ଜୋନ :ବିଜେଡି ପ୍ରାର୍ଥୀନୀ ସୁସ୍ମିତା 3699 ଭୋଟରେ ବିଜୟୀ ।

ମାହାଙ୍ଗା / ଦେବେନ୍ଦ୍ର ସଢଙ୍ଗୀ: ମାହାଙ୍ଗା ବ୍ଲକ 40 ନମ୍ବର ଜିଲାପରିଷଦ ଜୋନ ଅନ୍ତର୍ଗତ 10 ଟି ପଞ୍ଚାୟତ ପାଇଁ 27 ତାରିଖ ସକାଳ ୮ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ସମାପ୍ତ ହୋଇଛି । ଶାସକ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନ ଓ ମାହାଙ୍ଗା ବିଧାୟକ…

ପଲ୍‌ସ ପୋଲିଓ ଟିକାଦାନ ଶୁଭାରମ୍ଭ ୫୫୫ଟି କେନ୍ଦ୍ରରେ ୨୨୨୦ କର୍ମଚାରୀ ନିୟୋଜିତ

ଜଗତସିଂହପୁର// ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ପଲସ୍ ପୋଲିଓ ଟୀକାଦାନ କାର୍ଯ୍ୟକ୍ରମର ରବିବାର ଶୁଭାରମ୍ଭ ହୋଇଛି। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ ଓପିଡି ବିଲଡିଂଠାରେ ଜନ୍ମରୁ ପାଞ୍ଚଞ୍ଚବର୍ଷର ଶିଶୁଙ୍କୁ ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା…

ଆଖି ପାଉନି କାହିଁ କେଉଁ ଆଗରେ ବିଜେଡି : ଦ୍ଵିତୀୟ ସ୍ଥାନ ପାଇଁ କଂଗ୍ରେସ ବିଜେପି ଗୋଡ଼ାଗୋଡ଼ି

ଦ୍ଵିତୀୟ ଦିନରେ ଗଣତି ହେଉଥିବା ୩୦୫ ଆସନରୁ ୨୭୦ ଟିର ଫଳ ଘୋଷିତ ସକାଳ ସାତଟା ସୁଦ୍ଧା ୨୩୬ ଆସନରେ ବିଜେଡି ବିଜୟୀ , ୧୫ ଟିରେ କଂଗ୍ରେସ ଓ ୧୬ଟି ରେ ବିଜେପି ଭୁବନେଶ୍ୱର : ପଂଚାୟତ ପ୍ରିମିୟର ଲିଗରେ ବିଜେଡି ଛୀନଛତ୍ର ବ୍ୟାଟିଂ କରି ବିରୋଧୀ ଦଳକୁ ଘାଇଲା କରିଥିବା ବେଳେ ଏତେ…