ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୧୮୩ତମ ପ୍ରତିଷ୍ଠାତା ଦିବସ ପାଳିତ

ଭୁବନେଶ୍ୱର: ଜାମ୍‌ସେଦ୍‌ଜୀ ନୁସେର୍‌ୱାନ୍‌ଜୀ ଟାଟାଙ୍କ ୧୮୩ତମ ଜୟନ୍ତୀ ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗନଗର କାରଖାନାରେ ପ୍ରତିଷ୍ଠାତା ଦିବସ ପାଳନ କରାଯାଇଛି । ସଂପ୍ରତି କୋଭିଡ୍‌-୧୯ ସ୍ଥିତିକୁ ନଜରରେ ରଖି, ସୀମିତ ସଂଖ୍ୟକ କର୍ମଚାରୀ…

ନିଲନ୍ସ ପାଳନ କରୁଛି ସ୍ନେହ ବାଣ୍ଟିବାର ୬୦ ବର୍ଷ

ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ ସମାଧାନ ପ୍ରଦାନକାରୀ କମ୍ପାନୀରେ ରୂପାନ୍ତରିତ ହେବା ଲକ୍ଷ୍ୟ ଭୁବନେଶ୍ୱର: ଅନ୍ୟତମ ସର୍ବାଧିକ ଭରସାଯୋଗ୍ୟ ପ୍ରକ୍ରିୟାକୃତ ଖାଦ୍ୟ କମ୍ପାନୀ ନିଲନ୍ସ ନିକଟରେ ୬୦ ବର୍ଷ ପୂରଣ କରିଛି । ମହାରାଷ୍ଟ୍ରର ଜଲଗାଓଁରେ ଏକ ଛୋଟ କୃଷିକ୍ଷେତରୁ ବିନମ୍ର ଯାତ୍ରା ଆରମ୍ଭ କରି ଏହା…

ବିଜେଡିରେ ସାମିଲ ହେଲେ ବିଜେପି ଯୁବନେତା

ବରଗଡ :- ନିର୍ବାଚନ ପୂର୍ବରୁ ବରୋଧୀ ଦଳ ମାନଙ୍କରୁ ଅନେକ ନେତା ବିଜୁ ଜନତା ଦଳରେ ସାମିଲ ହୋଇ ଦଳ କୁ ମଜବୁତ କରିଥିଲେ । ଆଜି ଭାରତୀୟ ଜନତା ପାର୍ଟି ର ନଗର ସମ୍ପାଦକ ସୌମ୍ୟଜିତ(ପିଣ୍ଟୁ) ପାଢ଼ୀ ବିଜେପି ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ପଦ୍ମପୁର…

ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଅସୁସ୍ଥ !

ବରଗଡ :- ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବର୍ତମାନ ଅସୁସ୍ଥ । ଆଜି ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା କିଛି ଫୋଟୋରୁ ଏହା ସ୍ପଷ୍ଟ ହେଉଛି । ବାମ ହାତରେ ସାଲାଇନ ଆଟାଚମେଣ୍ଟ ଲାଗିଥାଇ ଆଜି ନିଜର ଅସୁସ୍ଥତା ସତ୍ୱେ ମନ୍ତ୍ରୀ ଶ୍ରୀ ସିଂ ଖରସଲ ଗ୍ରାମ ରେ ଗଣ୍ଡ ସମାଜର ଆଗ୍ରହ…

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ରଶ୍ମି ରଞ୍ଜନ ମିଶ୍ର

ବଲାଙ୍ଗିର(ନିରୋଜ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରଶ୍ମି ରଞ୍ଜନ ମିଶ୍ର କଳାମଣ୍ଡଳ ସ୍ଥିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଶ୍ରୀ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଡିସିଓ ଦାୟିତ୍ୱ ଗ୍ରହଣ…

ବେଆଇନ ଗ୍ୟାସ ବିତରଣ ଗାଡି ଜବତ,୫ହଜାର ଜରିମାନା ଆଦାୟ

ଭଞ୍ଜନଗର : ଭଞ୍ଜନଗର ଇଲାକାରେ ବେଆଇନ ଭାବେ ବିଭିନ୍ନ କମ୍ପାନିର ଗ୍ୟାସ ବିତରଣ କରୁଥିବା ଅଭିଯୋଗରେ ଆଜି ଯୋଗାଣ ବିଭାଗ ଏକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଗାଡିକୁ ଅଟକ ରଖିବା ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଉପଖଣ୍ଡ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ ସୂଚନା…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଆଇଡା ପଂଚାୟତର ଖିରୋଦ ବଘାର | ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ ବଘାରଙ୍କୁ ଦଳରୁ ନିଲମ୍ବିତ ଯାଇଥିବା ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ…

ରକ୍ତଦାନ ଅଭିଯାନ ପରେ ଅଙ୍ଗଦାନ ପଞ୍ଜୀକରଣ ଭଳି ମହତ ଅଭିଯାନ ଆରମ୍ଭ କରିବ ଓଡିଶା ମୋ ପରିବାର

ବିଜୁ ବାବୁଙ୍କ ଜୟନ୍ତୀରୁ ଅରମ୍ଭ ଅଙ୍ଗଦାନ ପଞ୍ଜିକରଣ ଅଭିଯାନ ପ୍ରବାଦ ପୁରୁଷଙ୍କ ୧୦୬ ତମ ଜୟନ୍ତୀ ପରିପ୍ରେକ୍ଷୀରେ ୫୩୦ ଅଂଗଦାନ ପଞ୍ଜିକରଣ ଲକ୍ଷ ଭୁବନେଶ୍ୱର(ଶାସକ ପ୍ରଶାସକ) : ‘ଅଙ୍ଗଦାନ’ ଜୀବନର ସର୍ବଶ୍ରେଷ୍ଠ ସମ୍ମାନ ଅଟେ । ଆମ୍ଭେମାନେ ସଭିଏଁ ଜୀବନରେ କିଛି ନା କିଛି…

ସହିଦ ଦିଆଲ ସିଂ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ :- ଆଜି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଖର୍ସଲ ଗ୍ରାମରେ ସହିଦ ଦିଆଲ ସିଂ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ । ଏହି ଅବସରରେ ଲଢୁଆ ବିର ସହିଦ ଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରି ନିଜକୁ…

ଯୋଡ଼ାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଯୋଡ଼ା/ବଡ଼ବିଲ (ଶାସକ ପ୍ରଶାସକ):ଯୋଡ଼ାରେ ଜୈନେକ ସାମ୍ବାଦିକ ସତ୍ୟଜିତ ଦାସଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ଦେଢଟା ସମୟରେ ଯୋଡ଼ା ସିନେମାହଲ୍ ନିକଟରେ ଏହି ଆକ୍ରମଣ…