ଏଚସିଜି କ୍ୟାନ୍‍ସର ହସପିଟାଲ ପକ୍ଷରୁ ମହିଳାଙ୍କ ପାଇଁ ମାଗଣା କ୍ୟାନ୍‍ସର ପରୀକ୍ଷା କାର୍ଯ୍ୟକ୍ରମ

କଟକ/ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତଥା କ୍ୟାନ୍‍ସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଗମ୍ୟ କରିବା ସକାଶେ ଏଚ୍‍ସିଜି କ୍ୟାନ୍‍ସର ହସପିଟାଲ, କଟକ ପକ୍ଷରୁ ସ୍ୱତନ୍ତ୍ର ଭାବରେ ମହିଳାଙ୍କ ପାଇଁ ମାଗଣା କ୍ୟାନ୍‍ସର ପରୀକ୍ଷା…

ଜଗତସିଂହପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧ୍ଵକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।…

କୋଭିଡ ନୀୟମକୁ ପାଳନକରି ରାୟଗଡରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ୍‍ ନୀୟମ କୁ ପାଳନ କରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତତ୍ତ୍ୱାବଧାନରେ ରାୟଗଡ ଜିଲ୍ଲା ସିଭିଲକୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ରାୟଗଡ ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶୀପୁରରେ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ପ୍ରଥମ ଲୋକ ଅଦାଲତରେ ଗଜପତି ଜିଲ୍ଲାରେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଜୋରିମାନା ଆଦାୟ ହୋଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ…

ସୁଶିଳା ହେଲେ ଉମରକୋଟ ବ୍ଲକ ଅଧ୍ୟକ୍ଷା।

ଉମରକୋଟ/ଜିତେନ୍ଦ୍ର ମହାନ୍ତି- ଉମରକୋଟ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ନେହୁରା ସମିତି ସଭ୍ଯା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶିଳା ମାଝୀ। ବ୍ଲକ୍ ଅଧ୍ୟକ୍ଷା ପାଇଁ ହୋଇଥିବା ନିର୍ବାଚନରେ ଆଜି ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ସୁଶିଳା ମାଝୀ ନାମାଙ୍କନ ଦାଖଲ କରିଥିବା ବେଳେ…

୨୧ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ

ଉମରକୋଟ-ଜିତେନ୍ଦ୍ର ମହାନ୍ତି-ଉମରକୋଟ ଅଂଚଳରେ ଦିନକୁ ଦିନ ଗଞ୍ଜେଇ ବ୍ୟବସାୟୀଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ବେପାରୀ ସବୁଜ ଜହର ଚୋରା କାରବାର ଚଳାଇଛନ୍ତି। ଏହିପରି ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ସହର ମଧ୍ୟରେ…

ଜ୍ଞାନ ଓ କୌଶଳ ନେତୃତ୍ୱ ନେବାର ମୁଖ୍ୟ ଅସ୍ତ୍ର: ପ୍ରଫେସର ମହାପାତ୍ର

ଭୁବନେଶ୍ୱର: ନେତୃତ୍ୱ ନିମନ୍ତେ ଜ୍ଞାନ ଓ କୌଶଳ ପ୍ରମୁଖ ଅସ୍ତ୍ର ଏବଂ ସଫଳ ନେତୃତ୍ୱ ନିମନ୍ତେ ଜ୍ଞାନର ପରିସୀମା ବଢ଼ାଇବା ମଧ୍ୟ ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି । ଜ୍ଞାନର କୌଣସି ପରିସୀମା ନାହିଁ ଏବଂ କେହି ଜଣେ ସବୁ ଜ୍ଞାନ…

ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ଦଖଲ କଲେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଦୀପା ମଲିକ ; ୨୮ ଖଣ୍ଡ ଭୋଟରେ…

ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ମାହାଙ୍ଗା ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ଦଖଲ କରିଛି। ଚଳିତ ବର୍ଷ ପଛୁଆ ବର୍ଗ ମହିଳା ଅଧ୍ୟକ୍ଷା ପଦ ପାଇଁ ସଂରକ୍ଷଣ ଥିବା ବେଳେ ମାହାଙ୍ଗା ବ୍ଲକ ରେ ବିଜେଡ଼ି କରିଛି ବାଜିମାତ । ବିଜେଡି ପ୍ରାର୍ଥୀ ବିଜୟ ହେବା ହିଁ ସ୍ପଷ୍ଟ…

ଲଗାତର ପଞ୍ଚମ ଥର ପାଇଁ ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀ ଅକ୍ତିଆର କଲା ବିଜେଡି

ବରଗଡ : ବରଗଡ ଜିଲ୍ଲା ସୋହେଲା ବ୍ଲକର ଅଧ୍ୟକ୍ଷ ପଦବୀକୁ ବିଜୁ ଜନତା ଦଳ ୨୦୦୨ରୁ ଚଳିତ ୨୦୨୨ ପର୍ଯ୍ୟନ୍ତ ୫ଥର ହେଲା ଲଗାତର ଭାବରେ ଅକ୍ତିଆର କରି ଆସିଛି । ଏହାର ଶ୍ରେୟ ଯାଉଛି ବିଜେଡିର ପଶ୍ଚିମ ଓଡିଶାର ଲୋକପ୍ରିୟ ଦମଦାର ଟାଣୁଆ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ ।…

ଜଗତସିଂହପୁର ପଂଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ କନକପ୍ରଭା ଲେଙ୍କା

ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ପଂଚାୟତ ସମିତି ନିର୍ବାଚନ ପାଇଁ ଆଜି  ଦିନ  ଧାର୍ଯ୍ୟ କରାଯାଇଥିଲା | ଜଗତସିଂହପୁର ପଞ୍ଚାୟତ ସମିତିର ୨୩ ଜଣ ସମିତି ସଭ୍ୟ ମାନେ ଓ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ସହ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସାରି ଆଜି ଜଗତସିଂହପୁର…