କାନ୍ଦୁଛନ୍ତି ବିଧବା କାନ୍ଦିରି , ଦିହଘଷା ହେଇଯାଇଛି ଖରା, ବର୍ଷା, ଶୀତ କାକର
ଦୁଃଖ ବୁଝିବେ କି ମୋ ସରକାର
କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁରେ ଝାଟି ମାଟି କୁଡ଼ିଆରେ ବିଧବା କାନ୍ଦିରି ପିଡ଼ିସିକା ଆଜି କାନ୍ଦୁଛି ଶୀତ କାକର, ଖରା, ବର୍ଷା, ସବୁ ସମାନ ସାଝିଛି,ସରକାର ଯୋଜନା ସପନ ହୋଇଛି। ଆଜକୁ ପ୍ରାୟ…