ଅଞ୍ଚଳର ଚାଷି ର ସମସ୍ୟା ର ସମାଧାନ ମୋର ପ୍ରାଥମିକତା: ଗଣେଷ
ପଦ୍ମପୁର :-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଜାମସେଠ ସେବା ସମବାୟ ସମିତି ନିର୍ବାଚନ ରେ ସମିତି ସଭାପତି ପାଇଁ ନିର୍ବାଚନ ରେ ୧୫ରୁ୧୩ଜଣ ଙ୍କର ଏକ ତରଫା ସମର୍ଥନ ରହିଥିବାରୁ ସଭାପତି ପଦରେ ଅପ୍ରତିଦ୍ୱଂଦ୍ୱୀ ଭାବରେ ସଭାପତି ନିର୍ବାଚିତ ହେଲେ ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ର ବରିଷ୍ଠ କୃଷକ…