ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

କାଶୀପୁର / ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏହି ଅଞ୍ଚଳରେ ସ୍ଥାନୀୟ କ୍ରୀଡା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛି। କ୍ରୀଡା ପ୍ରତି ସ୍ଥାନୀୟ ପ୍ରତିଭାଙ୍କୁ…

ଲାଲବାହାଦୁର ଶାସ୍ତ୍ରୀ ବିଦ୍ୟାଳୟରେ ୧୨ ରୁ ୧୫ ବର୍ଷ ବୟସ୍କ ପିଲାଙ୍କୁ କୋଭିଡ଼ ଟୀକାକରଣ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ଲାଲବାହାଦୁର ଶାସ୍ତ୍ରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପଦ୍ମପୁର ଡାକ୍ତରଖାନା ପକ୍ଷରୁ ୧୨ ବର୍ଷ ରୁ ୧୫ ବର୍ଷ ବୟସ୍କ ପିଲା ମାନଙ୍କୁ କୋଭିଡ଼ ଟିକାକରଣ କରାଯାଇଛି । ପ୍ରଥମ ଦିନରେ ୬୦ ଜଣ ପିଲାଙ୍କୁ ଟୀକାକରଣ କରାଯାଇଥିବା ଜଣାପଡିଛି । ଟିକାକରଣରେ…

“ପ୍ରତ୍ୟାଖ୍ୟାତ ହେବା ପରେ ମୁଣ୍ଡରୁ ଦୋଷ ଖସାଇବାକୁ ବିଜେପି କରୁଛି ଉଦ୍ୟମ”

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି : ବିଜେଡି ନିଜେ ହିଂସାର ତାଣ୍ଡବ ସୃଷ୍ଟି କରି ଏବେ ପାଲଟା ଅଭିଯୋଗରେ ବ୍ୟସ୍ତ ବିଜେପି   ଭୁବନେଶ୍ୱର,: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର…

ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ (ଇୟୁଏସ୍) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା ହୋଇଥିବା ତରଳ ପଦାର୍ଥ ବାହାର କରିପାରିଛନ୍ତି।ଏଭଳି…

ନିର୍ଦ୍ୱନ୍ଦରେ ସୁଜାତା ମହାନ୍ତି ହେଲେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ଭାବେ ତିର୍ତ୍ତୋଲ ୨ ନମ୍ବର ଜୋନ ର ଜ଼ିଲ୍ଲାପରିଷଦ ସୁଜାତା ମହାନ୍ତି ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି l ଜଗତସିଂହପୁର ୨୬ ଟି ଜୋନ ରେ ବିଜୁ ଜନତା ଦଳର ୨୫ ଟି ଆସନରେ ପ୍ରାଥୀ ବିଜୟ ଲାଭ…

ପଦ୍ମପୁର ବ୍ଲକ ରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର/ ମାଧବ ବିଡ଼ିକା : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସଦଭାବନା ଗୃହ ଠାରେ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ପଦ୍ମପୁର ବ୍ଲକର ନୂତନ ଭାବରେ ନିର୍ବାଚିତ ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ |ବିଭିନ୍ନ ବିଭାଗର…

ଜିଲା ପରିଷଦ ଉପାଧ୍ୟକ୍ଷା ହେଲେ ମିଥିଳା

ବଲାଙ୍ଗୀର : ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନରେ ମୁରିବାହାଲ ୨୭ ନମ୍ବର ଜିଲା ପରିଷଦ ଜୋନର ଜିଲା ପରିଷଦ ପ୍ରାର୍ଥିନୀ ମିଥିଳା ମାଝି ନିର୍ବାଚିତ ହୋଇଥିବା ଜଣାପଡିଛି । ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ଲାଗୁରୀଙ୍କ ପରିଚାଳନା କ୍ରମେ ଅନୁଷ୍ଠିତ ଉପାଧ୍ୟକ୍ଷା…

ଘୁ ଉଦୟଗିରି ପୌର ନର୍ବାଚନ ସରିଲା: ୨୬ରେ ପ୍ରାର୍ଥୀଙ୍କ ଭାଗ୍ୟ ଫଳ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ଘୁ ଉଦୟଗିରି ପୌର ନର୍ବାଚନ ସରିଲା । ନିର୍ବାଚନୀ ଅଧିକାରୀ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ନେତୃତ୍ଵରେ ସହରର ୧୩ ଗୋଟି ବୁଥ ମଧ୍ୟରେ ଭୋଟ ହୋଇଥିବା ବେଳେ ହାତିଶାଳ ସ୍କୁଲର ୯ ନମ୍ୱର୍ ଵୁଥକୁ ପିଙ୍କ୍ ବୁଥ କରାଯାଇଥିଲା I ଏହି ବୁଥ୍ ମଧ୍ୟରେ କେବଳ ମହିଳା କର୍ମଚାରୀ…

ଆଜିବି ମନେ ପଡନ୍ତି ବିଡ଼ିଓ ରୁନୁ ଲାକ୍ରା:ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

ବରଗଡ :- ବହୁତ କମ ଲୋକ ଅଛନ୍ତି, ଲୋକେ ଯାହାକୁ ମୃତ୍ୟୁ ର ପରେ ବି ଖୋଜନ୍ତି କିମ୍ବା ମନେ ପକାନ୍ତି । ନିଜ କର୍ମ ଓ ଲୋକପ୍ରିୟତା ପାଇଁ କିଛି ଲୋକ ସବୁଦିନ ପାଇଁ ସାଧାରଣ ଲୋକଙ୍କ ପାଇଁ ଅଭୁଲା ହୋଇ ଯାଆନ୍ତି । ଜଣେ ସରକାରୀ ଅଧିକାରୀ ଙ୍କୁ ତାଙ୍କର ମୃତ୍ୟୁ ପରେ ସାଧାରଣ ଲୋକ ମନେ ପକାଇବା ଏକ…