ମଲାଇଖମନ ଜଙ୍ଗଲରେ ବନ ମହୋତ୍ସବ
ମେଲଛାମୁଣ୍ଡା(ମନୋଜ ଭୋଇ)-ଘେଁସ ରେଂଜ ଅଧିନସ୍ଥ କେଲେଣ୍ଡା ମଲାଇଖମନ ସଂରକ୍ଷିତ ଜଙ୍ଗଳରେ ବନ ବିଭାଗ ତରଫରୁ ରେଂଜର ଗଜେନ୍ଦ୍ର ଏଣ୍ଡଜାଙ୍କ ନେତୃତ୍ୱରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ସୁରକ୍ଷା ସମିତି ସଭାପତୀ ଜିତେନ୍ଦ୍ର ପଧାନ, ସ୍ଥାନୀୟ ସରପଂଚ ସୁମତୀ ବୁଡେକ, ଓାଡସଭ୍ୟା କିଶୋରୀ…