ପିଏମ୍ ଆବାସ ଚୟନ ଅନିୟମିତତା କୁ ନେଇ ଅସନ୍ତୋଷ, ପୁନଃ ସର୍ବେକ୍ଷଣ ଦାବି
ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ହିତାଧିକାରୀ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରଙ୍ଗଣୀପାଟଣା ସମେତ ୧୦ଟି ପଞ୍ଚାୟତର ଶତାଧିକ ଆବେଦନକାରୀ ବୁଧବାର ଓଡ଼ଗାଁ ବିଡିଓ ପ୍ରୀତିବାଳା ରଣାଙ୍କୁ ଭେଟି…