ଫସଲ ବୀମା ପାଇଁ ପଦ୍ମପୁର ଉପଖଣ୍ଡ ବନ୍ଦ ଡାକରା ଦେଇଛନ୍ତି କୄଷକ ସଂଗଠନ ।
ପଦ୍ମପୁର : ପଦ୍ମପୁର ରେ ଚାଷୀ ମାନଙ୍କ ବନ୍ଦ ପାଳନ କୃଷି ବୀମା ପାଇଁ । HDFC ARGO କମ୍ପାନୀ ର ମନମୁଖୀ,ବିଭ୍ରାଟ, ବିଳମ୍ବ,ଅନିୟମିତତା ଏବଂ ଫସଲ ବୀମା ଆଇନ କୁ ଉଲଗ୍ନ କରୁଥିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି 18 ଜୁଲାଇ ସକାଳ 6 ଟା ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ପଦ୍ମପୁର ସବଡିଭିନ ର ସମସ୍ତ…