ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଭାପତି ଦିବାକର ପାତ୍ର ଓ ସମ୍ପାଦକ କ୍ଷୀରସିନ୍ଧୁ ଭୋଇ ଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଧାନପାଟ ଠାରେ ଆୟୋଜିତ ସମାବେଶ ରେ ଅନ୍ୟମାନଙ୍କ…

ଛାତ୍ରୀ ମାନଙ୍କୁ ଆଠ ଦିନଧରି ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଉଚ୍ଚ ମାଧ୍ୟମକି ବିଦ୍ୟାଳୟ ପରିସରରେ ଚଳିତ ୨୦୨୧-୨୨ ଶିକ୍ଷାବର୍ଷର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କ ନିମନ୍ତେ ଆଠ ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ୧୩ ଏପ୍ରିଲ ଉଦ୍‍ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର…

ଜିଲ୍ଲାରେ ଶିଶୁ ସୁରକ୍ଷାର ଦାୟିତ୍ବ ନେବେ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡ୍କ୍ରସ , ସ୍କାଉଟ୍ ଓ ଗାଇଡ୍ ର…

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରିକରିନେଲେ ଦୁର୍ବୃତ୍ତ l

ରଣପୁର/ପ୍ରସନ୍ନ କୁମାର ସାମନ୍ତରାୟ : ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରିକରିନେଲେ ଦୁର୍ବୃତ୍ତ l ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁରରେ l ସୂଚନା ଅନୁସାରେ ଗତକାଲି ମଙ୍ଗଳ ବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରଣପୁର ସହରର ଶାମୁକା ସାହି ସ୍ଥିତ ରାଜ ପ୍ରତିଷ୍ଠିତ…

ବାବା କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଉପଲକ୍ଷେ ଅଶୋକା ମହୋତ୍ସବ

ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ ଖୋର୍ଦ୍ଧା/ରବି ନାରାୟଣ ସାହୁ-ନିରାକାରପୁର ଥାନା ଅନ୍ତର୍ଗତ ଡିଆ ଗ୍ରାମପଞ୍ଚାୟତ ଠାରେ ବହୁ ପ୍ରତିଷ୍ଠିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଅବସରରେ ଅଶୋକା ମହୋତ୍ସବ ୨୦୨୨ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ି ପାଇଁ ଦୁଇ…

ମାଙ୍ଗାନିଜ ଚୋରା ଚାଲାଣ ଧରାପଡ଼ିଲା;ଟ୍ରକ,ଜେସିବି ସହ ୫ କୋର୍ଟ ଚାଲାଣ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଚମ୍ପାସରରେ ପେଟ୍ରୋଲିଂ କରୁଥିବା ବେଳେ ଲରମ୍ଭା ଥାନା ଏ.ଏସ୍‌.ଆଇ. କୁନୁ ସାହୁ ଏବଂ ଷ୍ଟାଫ୍ କୌଣସି ଏକ ସୂତ୍ରରୁ ଖବର ପାଇ ଚମ୍ପାସର ଗ୍ରାମରେ ଟ୍ରକ ସିଜି୦୪ଯେବି୮୫୨୫ ଓ ଗୋଟିଏ ଜେସିବି ଯାହାର ନମ୍ବର ଯେଏଚ୍‌୧୦ବିୱାଇ…

ଛାତ୍ରୀଙ୍କୁ କାନ ଧରି ଉଠ ବସ ଘଟଣା: ମନ୍ତ୍ରୀଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ଗତକାଲି ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦୀ ବାପୁଜୀ ବିଦ୍ୟାଳୟରେ ଭୂଗୋଳ ଶିକ୍ଷକ ଛାତ୍ରୀଙ୍କୁ ଉଠ ବସ କରାଇବାରୁ ୭ ଜଣ ଛାତ୍ରୀଙ୍କର ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡିବା ବିଷୟ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଘଟଣାଟି ବିଭିନ୍ନ ଟିଭି ମାନଙ୍କରେ…

ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ଆଜି ପାଟଣାଗଡ ବ୍ଲକରେ ମିଶନ ଶକ୍ତି ଭବନର ଶୁଭ ଭିତ୍ତି ପ୍ରସ୍ଥର ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ କରକମଳରେ ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ…

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

ଚିଲିକା (ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୫ ତାରିଖରୁ ଆରମ୍ଭ ହୋଇଯାଇଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ରଶ୍ମିତା ମହାନ୍ତି…

ରାଜ୍ୟସ୍ତରୀୟ ଦୌଡ଼ ପ୍ରତିଯୋଗିତାରେ କାଶୀପୁରର ସୁଚିତା ବେହେରାଙ୍କ ସଫଳତା

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଭୁବନେଶ୍ଵର ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଖେଳ ପ୍ରତିଯୋଗିତା ରେ କାଶୀପୁର ଅଞ୍ଚଳର ଜଣେ ଧାବିକା ତୃତୀୟ ସ୍ଥାନରେ ରହି ଅଞ୍ଚଳର ସୁନାମ ଅର୍ଜନ କରିଥିବା ଜଣାପଡିଛି । ସେ ହେଉଛନ୍ତି କାଶୀପୁର ବ୍ଲକ ଅନ୍ତର୍ଗତ ପୋଡାପାଡି ଗ୍ରାମର ଭାଗିରଥ ବେହେରା ଙ୍କ ଝିଅ…