ପୁଣ୍ୟ ତିଥିରେ ପ୍ରବାଦ ପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବିଜେପୁର(ଶାସକ ପ୍ରଶାସକ) : ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ମହାବିଦ୍ୟାଳୟ ପରିସରରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ଏହି ଅବସରରେ ଦଳର…

ଜଗତସିଂହପୁର ଜିଲ୍ଲାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଶନିବାର ଦିନ ସଦ୍ ଭାବନା ସଭା ଗୃହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଗତସିଂହପୁର ଠାରେ ଶିଶୁ ପାଇଁ -ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ସମନ୍ୱତ ଭାବେ ଜିଲ୍ଲା ବାଲ୍ୟ ବିବାହ ନିରୋଧ କମିଟି, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଜିଲ୍ଲା…

ବିଶ୍ୱ ଟେବୁଲ ଟେନିସ ରେ ଜଲୱା ଦେଖେଇବେ ତିର୍ତ୍ତୋଲ ମାଟିର ପୁଅ

ଜଗତସିଂହପୁର,ସୁମନ୍ତ କୁମାର ଦାସ:ଚଳିତ ମାସ ୨୭ ତାରିଖ ରେ ଓଡିଆ ପୁଅ ସାର୍ଥକ ଆର୍ଯ୍ୟ ଅଷ୍ଟ୍ରେଲିଆର ଲିଜଂ ରେ ହେବାକୁ ଥିବା ଟେବୁଲ ଟେନିସ ଫେଡେରେସନ ( ଆଇଟିଟିଏଫ୍) ର ବିଶ୍ବ ଟେବୁଲ ଟେନିସ୍ ୟୁଥ୍ କଣ୍ଡେଣ୍ଡର୍ ପ୍ରତିଯୋଗିତା ରେ ଭାରତର ପ୍ରତିନିଧୂତ୍ବ କରିବାକୁ ଯାଉଛନ୍ତି। ଶ୍ରୀମାନ…

କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଅନୁଷ୍ଠିତ

ଭଞ୍ଜନଗର/ନିଲୁ ବିଷୋୟୀ : ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରରେ ଏଫ୍.ଏଲ୍.ଏନ୍ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ସାର୍ଦ୍ଦୁଳ,…

ଭୁବନେଶ୍ୱରରେ ଏନଏସଡିସି ଇଂଟରନ୍ୟାସନାଲ ସହ ରାଜ୍ୟ ସରକାର ଏବଂ ଓଭରସିଜ୍ ଏମ୍ପ୍ଲୟରଙ୍କ ମଧ୍ୟରେ ଏମଓୟୁ

ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ -ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର – ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ(ଏନଏସଡ଼ିସି)…

ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ: ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ରେ ପରିଣତ ହେବ ଓୟୁଟିଆର

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଙ୍କ ଓଡିଶା ୟୁନିଭେର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ପରିଦର୍ଶନ ଓୟୁଟିଆରରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ 3ଶହ କୋଟି ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ୩…

ଛାତ୍ରୀ ଙ୍କୁ କମେଣ୍ଟ ମରା କୁ ନେଇ ଯୁବକ ଙ୍କୁ ନିସ୍ତୁକ ମାଡ

ସିମୁଳିଆ, (ଅକ୍ଷୟ କୁମାର ଜେନା):ଘଟଣା ଟି ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକର ମଇତାପୁର ରେ ଦେଖି ବାକୁ ମିଳିଛି। ଯୁବକ ଜଣକ ମେଲଣ ପଡିଆ ଗୋଚ୍ଛାୟତ ସାହି ଭୂଆନ ସେନାପତି ଙ୍କ ପୁଅ ଶିବ ସେନାପତି ହୋଇଥିବା ବେଳେ ଛାତ୍ରୀ ଜଣକ ସେଇ ନିକଟବର୍ତୀ ବୋଲି ଜଣା ପଡ଼ିଛି। ଛାତ୍ରୀ ଜଣ କୁ ବାରମ୍ବାର…

ନ୍ୟୁଜ୍‌-୭ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ

“ଦି ହିଲିଂ ଟଚ୍‌” ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଚଳଚ୍ଚିତ୍ର ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୁମା ରିୟଲ୍ ମିଡିଆ ପକ୍ଷରୁ ନିକଟରେ ଏକ ଚଳଚ୍ଚିତ୍ର ଉତ୍ସବ ଓ କର୍ମଶାଳାର ଆୟୋଜନ କରାଯିବ । କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକୁ ନେଇ ଏହି ଉତ୍ସବର ଆୟୋଜନ କରାଯିବବୋଲି ‘ନ୍ୟୁଜ୍…

ରାୟଗଡ଼ ଜିଲ୍ଲା କାଶୀପୁର ନୋଡାଲ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ; ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯାଳୟ ତରଫରୁ କାଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କାଶୀପୁର ତହସିଲଦାର ଶରତ ଶବର ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବାଶହ…