‘ସାଇ କା ଆଙ୍ଗନ୍’ରେ ତୃତୀୟ ବର୍ଷରେ ରଥଯାତ୍ରା
ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଛେରାପହଁରା
ନୂଆଦିଲ୍ଲୀ :ଗୁରୁଗ୍ରାମସ୍ଥିତ ‘ସାଇ କା ଆଙ୍ଗନ୍’ଠାରେ ତୃତୀୟ ବର୍ଷ ପାଇଁ ରଥଯାତ୍ରା ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହକାରେ ଭକ୍ତିଭାବପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଶ୍ରୀଜୀଉମାନଙ୍କୁ ‘ସାଇ କା…