ଛତିଶଗଡ଼ କୁ ବେଆଇନ ମହୁଲ ଚୋରା ଚାଲାଣ: ଗାଡି ସହ ଡ୍ରାଇଭର ଗିରଫ।

ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଓଡିଶା ଛତିଶଗଡ଼ ସୀମାନ୍ତ ରେ ବେ ଆଇନ ଚୋରା ଚାଲାଣ ବେଳେ ପାଇକମାଲ ଅବକାରୀ ବିଭାଗ ୩୮କୁଇଣ୍ଟାଲ୨୨କିଗ୍ରା ମହୁଲ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଛନ୍ତି।ଏହା ସହ ଛତିଶଗଡ଼ ଅଞ୍ଚଳ ର ଏକ ଟାଟା ୪୦୭ ଗାଡି କୁ ଜବତ…

ରାଜ୍ୟସ୍ତରୀୟ ଆଦିବାସୀ ମେଳା ଉଦଘାଟିତ: ଜନଜାତି ହାଟ, ଜନଜାତି କଳା ପ୍ରଦର୍ଶନୀ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଦିବାସୀ ମେଳା ହେଉଛି ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଏକ ମହାନ୍‌ ପରମ୍ପରା -- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍‌ଘାଟନ କରିଛନ୍ତି । ଏହା ସହିତ…

‘ଉଡ୍ର ’ତରଫରୁ ବସ୍ତ୍ର ଓ ଛତାବଂଟନ

ଭୁବନେଶ୍ୱର : “ଉଡ୍ର” ଚାରିଟେବୁଲ୍‌ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେବସ୍ତ୍ର ଓ ଛତା ଆଜି ଅପରାହ୍ନ ଘ.୩.୩୦ ମିନିଟ୍‌ ସମୟରେ ଭୁବନେଶ୍ୱରମହାନଗର ନିଗମର ୩୪ ନମ୍ବର ୱାର୍ଡରେ ଅବସ୍ଥିତ ସତ୍ୟନଗର ଡେଭଲପ୍‌ମେଂଟ୍ ଓ କଲଚରାଲ୍‌ ସୋସାଇଟି (ସତ୍ୟନଗର ହୋମ୍‌ଟାଉନ୍…

ଓଡ଼ିଶା ବିଧାନସଭା ପକ୍ଷରୁ ପ୍ରସ୍ତୁତ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର,:ଓଡ଼ିଶା ବିଧାନସଭା ଓ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ଶାଖା ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପକୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ଟେକ୍‌ନୋଲୋଜିର ସମ୍ମିଳନୀ କକ୍ଷରେ…

ଆଶାକର୍ମୀମାନଙ୍କ ପ୍ରୋତ୍ସାହନ ରାଶି ମିଳିବା ଦାବୀ ନେଇ ନିଖିଳ ଓଡିଶା ଆଶାକର୍ମୀ ସଂଘ ଶାଖା ପକ୍ଷରୁ ଘସିଏନ୍‌ ଗୋଷ୍ଠୀ…

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ପାଟଣାଗଡ଼ ଉପଖଣ୍ଡ ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟରତ ନିଖିଳ ଓଡିଶା ଆଶାକର୍ମୀ ସଂଘ ପାଟଣାଗଡ ଶାଖା ପକ୍ଷରୁ ଆଜି ୭ ଦଫା ଦାବୀ ସମ୍ବଳିତ ଦାବୀପତ୍ର ଘସିଏନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ନିଖିଳ…

ଅବକାରୀ ଚଢ଼ାଉ : ଚାରିକ୍ୱିଣ୍ଟାଳ ଗଂଜେଇ ଜବତ ତିନିଜଣ ଗିରଫ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାରେ ଗଂଜେଇ ଚୋରା ଚାଲାଣ ରୋକିବା ନିମନ୍ତେ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ପରେ ଏବଂ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ଶ୍ରୀମତି ନିନା ବେଉରା ଏକ ଟିମ ଗଠନ କରି କାଶୀପୁର…

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଉରୁଗୁଏର ରାଷ୍ଟ୍ରଦୂତ

ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଉରୁଗୁଏ ର ରାଷ୍ଟ୍ରଦୂତ ଶ୍ରୀ ଆଲବେଟୋ ଏ ଗୁଆନି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି | ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ରେ ପ୍ରଫେସର ନାୟକ ଙ୍କ ସହ…

ବିଶ୍ୱ ଧରିତ୍ରୀ ଦିବସ ୨୦୨୨ ଅବସରରେ ସଷ୍ଟେନେବିଲିଟି ପ୍ରତି ଏହାର ପ୍ରତିବଦ୍ଧତା ଦୋହରାଇଛି ଟାଟା ଷ୍ଟିଲ୍ କଳିଙ୍ଗନଗର

ଏହି ଦିବସ ଅବସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭୁବନେଶ୍ୱର/କଳିଙ୍ଗନଗର:ଏକ ଦିର୍ଘସ୍ଥାୟୀ ଭବିଷ୍ୟତ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଶୁକ୍ରବାରଦିନ ଏହାର କାରଖାନା ପରିସରରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ବିଶ୍ୱ ଧରିତ୍ରୀ (ପୃଥିବୀ) ଦିବସ…

ପୂଜ୍ୟବାବା ବଳିଆଙ୍କୁ ବାଲିକୁଦା ଅଞ୍ଚଳ ବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ପରାହାଟ ବୈକୁଣ୍ଠନାଥ ଆଶ୍ରମ ଠାରେ ପଦ୍ମଶ୍ରୀ ପୂଜ୍ୟପୂଜା ବାବା ବଳିଆଙ୍କୁ ବାଲିକୁଦା ଅଞ୍ଚଳ ବାସୀଙ୍କ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ଜଳ…

୪୯ ତମ ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦ୍ ଘାଟିତ

ଜଗତସିଂହପୁର /ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ଉଚ୍ଚ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସାଇନ୍ସ କ୍ଲଵ୍ କୋଅର୍ଡି ନେସନ କମିଟି ପକ୍ଷରୁ ୪୯ ତମ ଜିଲ୍ଲାସ୍ତରୀୟ ଜବାହରଲାଲ ନେହେରୁ ବିଜ୍ଞାନ ,ଗଣିତ ଓ ପରିବେଶ ପ୍ରଦର୍ଶନୀ କୁ ଓଡିଶା ର ଜଳ ସମ୍ପଦ ସୁଚନା ଓ…