ପଞ୍ଚାୟତ ସମ୍ମୁଖରେ ଧାରଣା ବସିଲେ S.H.G ମହିଳା ଓ ୱାର୍ଡ ମେମ୍ବର
(ସତ୍ୟବ୍ରତ ନାୟକ, ଭଦ୍ରକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅଫିସ ଫାଟକ ସମ୍ମୁଖରେ ଧାରଣାରେ ଦେଲେ । ଗତ ୨୭ ତାରିଖରେ ଦିନ ପୋଖରୀ, ଗଡିଆ, ଜୋର, ନାଳ କାଞ୍ଚିଆହୋଦା ନିଲାମ୍ ବେଳେ S.H.G ମହିଳା ମାନଙ୍କ ସହ କିଛି ପଞ୍ଚାୟତ ର ସରପଞ୍ଚଙ୍କ ସହ ଯୁକ୍ତିତର୍କ ହୋଇ ଥିଲା ।…