ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇପିଏସ ଅଫିସର ଯତୀନ୍ଦ୍ର କୋଏଲଙ୍କୁ ରାଜ୍ୟ ସରକାର ଆଇଜି ପ୍ରୋଭିଜନିଙ୍ଗ ଭାବେ ଅବସ୍ଥାପିତ କରିଛନ୍ତି | ସେହିପରି ଆଇଜିପି (ଆଇନ ଶୃଙ୍ଖଳା) ଭାବେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଫିସର ପ୍ରବୀଣ କୁମାରଙ୍କୁ ଆଇଜିପି (ପର୍ଶନେଲ )…

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା।

ଖସି ପଳାଇଲେ ଦୁଇ ପୁଅ କାଶୀପୁରରୁ ବୈକୁଣ୍ଠ ଦୁରିଆ : ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ଗାଁ ବାସିନ୍ଦା। ଖାସି ପଳାଇଲେ ଦୁଇ ପୁଅ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରୁ, ସୂଚନା ଅନୁସାରେ ଦଇ ମାଝି ସ୍ତ୍ରୀ ଓ ଦୁଇ…

ଐତିହାସିକ ବାରବଖରାରେ ନିର୍ମାଣ ହେବ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଓ ଭବ୍ୟ ଶିଶୁ ଉଦ୍ୟାନ

ବରଗଡ :- ଐତିହାସିକ ମହତ୍ୱ ରଖୁଥିବା ବରଗଡ଼ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟ ରେ ରହିଛି ଐତିହାସିକ ପୀଠ ବାରବଖରା । ପ୍ରତେକ ଦିନ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖାରେ ପର୍ଯଟକ , ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଓ ପ୍ରକୃତିର କୋଳରେ କିଛି ସମୟ ଅତିବାହିତ…

ଜଗଦଲପୁର ଆମ ପୋଲିସ ସମିତି ବୈଠକl

ଝାରବନ୍ଧ -ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜଗଦଲପୁର ଥାନା ଅଧିକାରୀ ସୁଶମା କୁଅଁର ଅଧ୍ୟକ୍ଷତା କରିଥିଲେ l ଅନୁଷ୍ଠିତ ସଭା ରେ ଏ ଏସ ଆଇ ଜଗବନ୍ଧୁ ନାୟକ, ପ୍ରଦୀପ ପାଣି, ଜିତେନ୍ଦ୍ର ଦାଶ, ଜଗଦଳପୁର…

ବି.କେ.ଆର୍ଟ କଲେଜର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

ପ୍ରଦର୍ଶିତ ଚାରୁକଳା ଅତ୍ୟନ୍ତ ମନୋମୁଗ୍ଧର ଓ ଆକର୍ଷଣୀୟ–ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର ଭୁବନେଶ୍ୱର: ‘କଳା’ହେଉଛି କାଳଜୟୀ। କଳାର ବିକାଶ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିବାରେ ପ୍ରେରଣା ଯୋଗାଏ।କଥାର ଚାତୁରୀ ଭଳି ଶିଳ୍ପୀ ତା’ର କଳାର ଚାତୁରୀରେ ଅତି ସୁନ୍ଦର ଚାରୁକଳା ଅଙ୍କନ କରିପାରେ।…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବଦ୍ଧି ର୍ତ କରାଯାଇଛି । ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ…

ଜମିବାଡ଼ି ବିବାଦକୁ ନେଇ ଦମ୍ପତି ଙ୍କୁ ଏସିଡ ମାଡ଼

(ସତ୍ୟବ୍ରତ ନାୟକ,ଭଦ୍ରକ) ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଣେ ଯୁବକ ଦମ୍ପତିଙ୍କ ଉପରେ ଏସିଡ ମାଡ଼ କରିଛନ୍ତି | ଏହି ଏସିଡ ମାଡ଼ରେ ଦମ୍ପତି ଗୁରୁତ୍ୱର ହୋଇ ପ୍ରଥମେ ବାସୁଦେବପୁର ପରେ କଟକ ବଡ଼ମେଡିକାଲ କୁ ସ୍ଥାନାତର ହୋଇଛନ୍ତି | ସୂଚନା…

ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀ କରଣ ତଥା ଭୋଟର ତାଲିକା ସଂଶୋଧନ ସମ୍ପର୍କ

ପାରଳାଖେମୁଣ୍ଡି / ବାାଳକୃଷ୍ଣ ପାଣିଗ୍ରାହୀ : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୦୧/୦୮/୨୦୨୨ ତାରିଖ ଠାରୁ ୩୧/୦୩/୨୦୨୩ ତାରିଖ ପର୍ଯ୍ୟନ୍ତ ଆଧାର ନମ୍ବର ସହ ଭୋଟର ପରିଚୟ ପତ୍ରର ନମ୍ବରକୁ ସଂଯୋଗୀ କରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁ ଭୋଟର ମାନଙ୍କର ମୂଳ ଭୋଟର…

ଦୁଇ ପରିବାରର ୬ ଅନାଥ ଶିଶୁଙ୍କୁ ପ୍ରଶାସନର ସହାୟତା

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବିଭିନ୍ନ ସମ୍ବାଦପତ୍ରରେ ଏବଂ ବୈଦୁତିକ ମାଧ୍ୟମରୁ ଖବର ପାଇଲା ପରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପିଲାମାନଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି। ଆପଣ ଜାଣିଥିବେ ରାୟଗଡ ପଞ୍ଚାୟତ ସମିତିର କରଡ଼ାସିଙ୍ଗି ପଞ୍ଚାୟତର ନୂଆସାହି…

ୱେବ ଚାନେଲ ର ମାଲିକଙ୍କୁ ଦୁର୍ବ୍ୟବହାର

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ନିଜକୁ ବଡ଼ ସାମ୍ବାଦିକ ବୋଲାଇ ଜଗସିଂହପୁର ଜିଲ୍ଲା ର ଓଟିଭି ର ପ୍ରତିନିଧି ସଂସାଙ୍କ ଶେଖର ପଣ୍ଡା ନିଜର ମାନବିକତା ହରାଇ ୱେବ ଚାନେଲ ର ମାଲିକଙ୍କୁ ଦୁର୍ବ୍ୟବହାର କରିବା ସହିତ ସୋସିଆଲ ମିଡ଼ିଆ ର ବିଭିନ୍ନ ଗ୍ରୁପରେ ମିଲନ ଙ୍କ ନାଁ ରେ ଅପପ୍ରଚାର କରି ଏବେ…