ଓଡିଶା ରାଜ୍ୟ ପାଇଁ ପିଏମଏୱାଇ (ଗ୍ରାମୀଣ) ର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ମଞ୍ଜୁଲତା
ନୂଆଦିଲ୍ଲୀ : ଓଡିଶା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ଗ୍ରାମୀଣ) ର ଆବାସ ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ସଂସଦରେ ଦାବି କଲେ ଭଦ୍ରକର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ | ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନେ ଭଙ୍ଗା କଚା ଘରେ ରହୁଛନ୍ତି। ଅନେକ ଫନୀ ପରି…