ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ କଲେ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞ

ଭୁବନେଶ୍ୱର : ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ସମ ଅଲ୍ଟିମେଟ ମେଡିକେୟାରର ବିଶେଷଜ୍ଞମାନେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜିନେସ୍ ମେଳା-୨୦୨୨ର ଉଦ୍‌ଯାପନୀ ଦିବସରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଦେଖାଯାଉଥିବା ବିଭିନ୍ନ…

‘ସ୍ୱଚ୍ଛ ଭାରତଅଭିଯାନ’ ରାଜ୍ୟ କମିଟି ନାମ ତାଲିକା ଘୋଷଣା

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେସ୍ୱଚ୍ଛଭାରତ ଅଭିଯାନ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତି ରାଜ୍ୟ କମିଟି ନାମ ତାଲିକା ଘୋଷଣା କରିଛନ୍ତି । ଏହି କମିଟିରେ ମହେଶ ମିଶ୍ର, ଲମ୍ବୋଦର ନାୟକ, କାଳିପ୍ରସାଦ ମିଶ୍ର ଏବଂ ଶ୍ରୀମତୀ ପଦ୍ମଜା ଦେବତା ପ୍ରମୁଖ ସଦସ୍ୟ…

ବ୍ରଜରାଜନଗର: କିଶୋର ପଟେଲ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର (ଶାସକ ପ୍ରଶାସକ) :ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲ। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଶ୍ରୀ ପଟେଲଙ୍କ ଦଳୀୟ ପ୍ରାର୍ଥୀ କରାଯାଇଥିବା ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ଏକ…

ପୂର୍ବ ତଟ ରେଳପଥ ବାତ୍ୟା ‘ଅଶାନୀ’ ଜନିତ ପ୍ରବଳ ବର୍ଷା ପ୍ରତି ସତର୍କ ରହିବା ସହ ଉପଯୁକ୍ତ ନିରାପତ୍ତା ମୂଳକ ସାବଧାନତା

• ରେଲୱେ ପୋଲ, ଟ୍ରାକ, ୟାର୍ଡ ଓ ସିଗନାଲିଂ ପଦ୍ଧତି ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଅଛି । • ପାଣି ଜମିବା ଓ ସାଇଡ ଡ୍ରେନ ଉପରେ ପଡ଼ିଥିବା ପଙ୍କ, ଗଛଲତା ଓ ଅନ୍ୟାନ୍ୟ ପ୍ରତିବନ୍ଧକର ପରିସ୍କାର । • ରାଜ୍ୟ ସରକାରୀ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା । • ପାଟ୍ରୋଲମ୍ୟାନ ଓ…

ରାୟଗଡ଼ ବ୍ଲକ ଅନ୍ତର୍ଗତ ଅମେଡ଼ା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଅମେଡ଼ା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ରାୟଗଡ଼ ବାଲ୍ୟବିବାହ ନିଷେଧ ଅଧିକାରିଣୀ ସୁଶ୍ରୀ…

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ

ସୁବର୍ଣ୍ଣପୁର(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ଡି. ଆର.ଡି.ଏ ସମ୍ଭିଲନି କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଲ ଶ୍ରୀମତୀ ଅବୋଲି ସୁନିଲ ନରୱାଣେ ଓ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ପଣ୍ଡା…

ବ୍ରଜରାଜନଗର : ବିଜେଡିରୁ ପ୍ରାର୍ଥୀ ହେଲେ ଅଳକା ମହାନ୍ତି

ଭୁବନେଶ୍ୱର :ପୂର୍ବତନ ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଶ୍ରୀମତୀ ଅଳକା ମହାନ୍ତି ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କ୍ରମେ ଆଜି ଶ୍ରୀମତୀ ମହାନ୍ତିଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିବା ବିଷୟ ବିଜେଡି…

“ପ୍ରଗତି” ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ଓ ପ୍ରଗତିର ବାର୍ଷିକ ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : U tec.Computer Education Institute ପରିସରରେ "ପ୍ରଗତି" ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ପାଳନ ଏବଂ ପ୍ରଗତିର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା…

ଖୋର୍ଦ୍ଧାରେ ଇଦ ମିଲନ ପର୍ଵରେ ଯୋଗ ଦେଲେ ବହୁ ବିଧାୟକ ଓ ମନ୍ତ୍ରୀ।

ଖୋର୍ଦ୍ଧା/ରବି ନାରାୟଣ ସାହୁ : ପବିତ୍ର ରମ ଜାନ ମାସ ଅବସରରେ ଆଞ୍ଜୁମାନ ଇସଲାମିଆ ଓ ଖୋର୍ଦ୍ଧା ନାଗରିକ ମଂଚ ମିଳିତ ସହଯୋଗରେ ଜୟୀ ରାଜଗୁରୁ ଭବନ ଠାରେ ଇଦ ମିଲନ ପର୍ବ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ ର ପୁରୋଧା ଧା ସଞ୍ଜୟ ପଟ୍ଟନାୟକ, ରମଜାନ ଖାଁ ନେତୃତ୍ୱରେ ମୁଖ୍ୟ ଅତିଥି ଓଡ଼ିଶା…

ଅଶାନି : ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେର୍ଶ ଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ…