ବୈଜୟନ୍ତ ଶୁଭାରମ୍ଭ କଲେ କେଜ୍ରିୱାଲ୍‌ ସରକାରଙ୍କ “ପୋଲ ଖୋଲ” ଅଭିଯାନ

ତୁମର ପ୍ରଶାସନିକ କଳ ଥିଲେ ଆମ ପାଖେ କାର୍ଯ୍ୟକର୍ତ୍ତାଙ୍କ ବଳ: ବୈଜୟନ୍ତ  ନୂଆଦିଲ୍ଲୀ :ଦିଲ୍ଲୀରେ କ୍ଷମତାସୀନ କେଜ୍ରିୱାଲ ସରକାରଙ୍କ ବିରୋଧରେ ବିଜେପିର “ପୋଲ୍‌ ଖୋଲ” ଅଭିଯାନ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ତଲକଟୋରା ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟ ଅତିଥି…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼(ବିଶ୍ୱଜିତ ନାୟକ)- ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଡ. ଅରୁଣ କୁମାର…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଓଡ୍ରାଫ ଟିମ୍‌ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କ ଆଲୋଚନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ବୁଧବାର ଦିନ ଗୋଷାଣୀ ଠାରେ ମୁତୟନ ହୋଇ ଥିବା ଓଡ୍ରାଫ ଟିମର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି…

୫-ଟି ରୂପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପିଡି ଡିଆର୍‌ଡିଏ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ନୂଆଗଡ ବ୍ଲକର ବିଭିନ୍ନ ୫-ଟି ରୂପାନ୍ତିକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଥିବାର ଜଣାପଡିଛି। ପିଡି ଡିଆର୍‌ଡିଏ ଶ୍ରୀ ନାୟକ…

ସମ୍ଭାବ୍ୟ ‘ଅସାନି’ ବାତ୍ୟାକୁ ନେଇ ପିଡି ଡିଆରଡିଏଙ୍କ ଦୁର୍ଗମାଞ୍ଚଳରେ ସଚେତନା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ସମ୍ଭାବ୍ୟ ‘ଅସାନି’ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବାକୁ ନେଇ ପାଣିପାଗ ବିଭାଗ ଦ୍ବାରା ଜାରି କରାଯାଇଥିବା ପୂର୍ବାନୁମାନକୁ ଲକ୍ଷ୍ୟରେ ରଖି ଜିଲ୍ଲାର ଦୁର୍ଗମାଞ୍ଚଳ ତଥା ସମ୍ଭାବ୍ୟ ବନ୍ୟା ତଥା ଭୁସ୍ଖଳନ ଅଞ୍ଚଳକୁ ଗଜପତି…

ଗୋରୁ ବଜାର ଠାରେ ଏନଏସି ପକ୍ଷରୁ ସୁଲଭ ଶୌଚାଳୟ ଉଦଘାଟିତ ।

ପଦ୍ମପୁର-ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋରୁ ବଜାର ଠାରେ ଏକ ସୁଲଭ  ଶୌଚାଳୟ  ଉଦଘାଟିତ ହୋଇଯାଇଛି । ଅନ୍ୟ ଜାଗାରୁ ପଦ୍ମପୁର ସହରକୁ ପ୍ରବେଶ କରୁଥିବା ଯାତ୍ରୀ ତଥା ସ୍ଥାନୀୟ ଲୋକମାନେ ଏହାର ସୁବିଧା ନେଇ ପାରିବେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ  ବାଗଙ୍କ…

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସପିଏଲ ଫାଉଣ୍ଡେସନ୍

ଭୁବନେଶ୍ୱର: କୃଷି ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଓଡିଶା ଏବଂ ଛତିଶଗଡରେ ଜିନ୍ଦଲ କୃଷି ବିକାଶ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଫାଉଣ୍ଡେସନ ପକ୍ଷରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ…

ଏସପିଙ୍କ ଝାରବନ୍ଧ-ଜଗଦଲପୁର ଥାନା ଗସ୍ତ।

ମଦ୍ୟପଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ-ଏସ.ପି ବରଗଡ଼ ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଓ ଜଗଦଲପୁର ଥାନା ଗସ୍ତ କରିଛନ୍ତି।ସୀମାନ୍ତବର୍ତୀ ଥାନା ଅଞ୍ଚଳ ରେ ଏଣିକି ସାବାଡ଼ ହେବେ ମଦ୍ୟପ ବିଳମ୍ବିତ ରାତିରେ ମଦ ପିଇ ଅସାମାଜିକ କାର୍ଯ୍ୟକଳାପ…

ବିନା ଫଳକରେ ଦେଢ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାର ସେତୁ କାର୍ଯ୍ୟ

ଅବଧି ସରିଛି କିନ୍ତୁ ସେତୁ କାର୍ଯ୍ୟ ସରିନାହଁ ; ସେତୁ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନେଇ ଆଶଙ୍କାରେ ଗ୍ରାମବାସୀ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ କୋଟି କୋଟି ଟଙ୍କା ର କାର୍ଯ୍ୟ ବିନା ଫଳକରେ…

ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ

ଶେଷ ପାଞ୍ଚ ଦିନ ‘ମାହାଙ୍ଗା ମହୋତ୍ସବ’ ଭାବେ ପାଳନ କରାଯିବ- ମନ୍ତ୍ରୀ ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର ଗ୍ରାମପଂଚାୟତ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ପୀଠରେ ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଉତ୍ସବ ପ୍ରତ୍ୟହ ଦିନ ନୀତିକାନ୍ତି…