ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ସମେତ…

୨୨ରୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍

ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ଏମ୍‍ପିଏଲ୍‍ ଜାତୀୟ ସ୍କୁଲ୍‍ ଚେସ୍‍ ଚାମ୍ପିଅନ୍‍ସିପ୍‍ ୧୬ରୁ ଭୁବନେଶ୍ୱର: କିଟ୍‍ ଓ କିସ୍‍ ଆନୁକୂଲ୍ୟରେ ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ ପକ୍ଷରୁ ଏମ୍‍ପିଏଲ୍‍ ୧୦ମ ଜାତୀୟ ସ୍କୁଲ୍‍ ଚାମ୍ପିଅନ୍‍ସିପ୍‍ ୨୦୨୨ ମେ ୧୬ ତାରିଖଠାରୁ କିସ୍‍…

ଟାଟାଷ୍ଟିଲ ପକ୍ଷରୁ ଯୋଡ଼ାବାସିନ୍ଦାଙ୍କ ଉଦ୍ଦେଶ୍ୟରେ ସୁନା ନଦୀ ସେତୁ ଉତ୍ସର୍ଗୀକୃତ

ଚମ୍ପୁଆର ବିଧାୟିକା ଶ୍ରୀମତି ମୀନାକ୍ଷୀ ମହାନ୍ତଙ୍କ ଦ୍ୱାରା ଉଦ୍‌ଘାଟିତ ୪ ମାସର ରେକର୍ଡ଼ ସମୟ ମଧ୍ୟରେ ନିର୍ମିତ ଏହି ସେତୁର ଲମ୍ବ ୯୧ ଫୁଟ୍ ଏବଂ ଓସାର ୧୨ ଫୁଟ୍‌ ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟସ୍ଥ କେଥ ହଟିଂ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଗ୍ରାମରେ ରହୁଥିବା…

ଚଳିତ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁକୁ ଯାତାୟାତ ଉପଯୋଗୀ କରିବାକୁ ନିର୍ଦେଶ

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତର ଦ୍ଵିତୀୟ ଦିନ ଭୁବନେଶ୍ବର, :  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର…

ପରିବାର ଲୋକ ପରି ସହଯୋଗର ହାତ ବଢ଼ାଇଲା ଓଡିଶା ମୋ ପରିବାର

ଅସହାୟ ଅନ୍ତଃସତ୍ତ୍ଵାଙ୍କୁ ଯୋଗାଇଦେଲେ ମାନବୀୟ ସହାୟତା ଭୁବନେଶ୍ୱର : ବହୁତ ଅସହାୟ ସେତେବେଳେ ଲାଗିଥାଏ, ଯେତେବେଳେ ଆମର ନିଜର ଲୋକ ଆମକୁ ଅସୁବିଧାରେ ଦେଖି ମଧ୍ୟ ସାହାଯ୍ୟ କରିନଥାନ୍ତି । ଠିକ୍ ଏମିତି କିଛି ଘଟିଥିଲା ଜଣେ ଅସହାୟ ଗର୍ଭବତୀ ମହିଳା ସହିତ ଯିଏକି ପ୍ରସବ ଯନ୍ତ୍ରଣା ପାଇ ଛଟପଟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଓଡିଶା ଆସି ମୁହଁ ଖୋଲିଲେ ଧର୍ମେନ୍ଦ୍ର

ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ-ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ/କଣିହାଁ(ଶାସକ ପ୍ରଶାସକ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ଖବର ଆସୁଥିବା ବେଳେ ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ…

ମାହାଙ୍ଗା ଥାନା ଆଇଆଇସିଙ୍କ ସରକାରୀ ବାସଭବନ ଉପରେ ଚଢ଼ାଉ

ଚଢ଼ାଉ ପରେ ବାସଭବନକୁ ସିଲ୍ କଲା ଭିଜିଲାନ୍ସ ବିଭାଗ ଗତକାଲି ରାତିରେ ଭିଜିଲାନ୍ସ ହାତରେ ୬ ଲକ୍ଷ ଟଙ୍କା ସହ ଧାରା ପଡ଼ିଥିଲେ ଆଇଆଇସିଙ୍କ ପତ୍ନୀ ମାହାଙ୍ଗା(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ…

ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧ ।

ହତ୍ୟା ସନ୍ଦେହରେ ସ୍ୱାମୀ ଥାନାରେ ଅଟକ ମୟୂରଭଞ୍ଜ ରୁ ସାରଶକଣା ରୁ ଦିପୁ ମହାପାତ୍ର - ନିଆରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ । ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି । ଏଭଳି ଏକ…

ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଯୁବକ ଗୁରୁତ୍ୱର

ଚିଲିକା(ସେକ କୌଶର )ବାଣପୁର ବ୍ଲକ ରତନପୁର ଗ୍ରାମର କୃଷ୍ଣ ବେହେରାଙ୍କ ପୁଅ ଗୋଲଖ ବେହେରା ବୟସ 26.ଘର ସାମ୍ନା ରେ ବିପଦ ସଂକୁଳ ଅବସ୍ତା ରେ ଥିବା ଏକ ଟ୍ରାନ୍ସଫର୍ମର ଦାଢ଼ ଦେଇ ଘରକୁ ଯାଉଥିବା ସମୟରେ ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସିଥିଲେ | ସେଠାକର କିଛି ସ୍ଥାନିଅ ଲୋକ ସେ ରାସ୍ତା ଦେଇ…

ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ପରଲୋକ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମ ବାସିନ୍ଦା ତଥା ଟିକିରି ପଞ୍ଚାୟତର ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ଆଜି ପରଲୋକ ଘଟିଛି । ତାଙ୍କୁ ୩୩ବର୍ଷ ହୋଇଥିଲା। ଗତକାଲି ରାତିରେ ହଠାତ୍ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ବଂଶୀଧରଙ୍କୁ ସ୍ଥାନୀୟ…