କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ ଜିଲ୍ଲା କାଶୀପୁର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ରାୟଗଡ଼ ଜିଲ୍ଲା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକିରି ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଦେଶ ସ୍ୱାଧୀନତା ରେ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ଆମେ ଆଜି ସ୍ୱାଧୀନ ଭାରତରେ ବସବାସ କରିପାରୁଛେ। ପୋଡାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତ୍ରିଲୋଚନ ଦୁରିଆ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ନୀଳାବତୀ ମାଣ୍ଡିଙ୍ଗା ଏବଂ ପୂହୁଣ୍ଡି ୟୁପି ସ୍କୁଲ ରେ ନିରାକାର ବାଘ ସଭାପତି ଙ୍କ ଆନୁକୂଲ୍ୟରେ ଜାତୀୟ ପତକା ଉତ୍ତାଳନ କରିଛନ୍ତି |ସେହି ଭଳି ଟିକିରି ସ୍ତିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଟିକିରି ଥାନା ଅଧିକାରୀ ସହ ସମାଜ ସେବୀ ହରପ୍ରସାଦ ନାୟକ ଙ୍କ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଖାତା କଲୋମ, ଦେଇଥିଲେ, ସେହିଭଳି ତୁଟିବର୍ ବିଦ୍ୟାଳୟ ରେ ମଧ୍ୟ ଖାତା କଲୋମ ସେହିଭଳି ଟିକିରି ବଣିକ ସଙ୍ଗ ପକ୍ଷରୁ ମଧ୍ୟ ସ୍ଵାଧୀନତା ଦିବସ ପାଳନ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post