ପ୍ରଥମ ଥର ପାଇଁ କାଳିଆ ପଡା ଘାଟି ରେ ଡକାୟତ ସହ ଗୁଳି ଚାଳନା।

ଡ଼୍ରାଇଭର ଗୋଡରେ ବାଜିଛି ଗୁଳି ବାଜି ଗୁରୁତର । କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆ ପଡା ଘାଟିରେ ଆଜି ସକାଳୁ 3 ବେଳେ ବନ୍ଧୁକ ମୁନରେ ଲୁଟ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀ ରୁ ଆଲୁମିନା ପାଉଡର ବଝେଇ କରି…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ଓ ନୂତନ ଶୌଚାଳୟ ଉଦଘାଟିତ |

ଗୁଣପୁରରୁ ସନ୍ତୋଷ କୁମାର ଚୌଧୁରୀ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୁଣପୁର ରେ ଦଶମ ଶ୍ରେଣୀ ଶିଶୁଙ୍କ ସମାବର୍ତ୍ତନ ଉତ୍ସବ ଯଥାରୀତି ପାଳନ ହେବା ସହିତ ନୂତନ ଶୌଚାଳୟ (ଭାଇ ) ଉଦଘାଟନ ହୋଇଯାଇଛି ଇତ୍ୟବସରରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ…

୧୬ତାରିଖରୁ ଭଞ୍ଜନଗର ଠାରେ ବିଶାଳ ହସ୍ତଶିଳ୍ପ ପ୍ରଦର୍ଶନୀ

ଭଞ୍ଜନଗର, /ନିଲୁ ବିଷୋୟୀ . ଭଞ୍ଜନଗର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଆସନ୍ତା ୧୮ତାରିଖ ଠାରୁ ଜୁନ ୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର ଅଗ୍ରଣୀ ହସ୍ତଶିଳ୍ପ ଅନୁଷ୍ଠାନ ଓଡ଼ିଶା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ (ଅରୂପା) ପକ୍ଷରୁ ଏକ ବିଶାଳ ହସ୍ତଶିଳ୍ପ ଓ ହସ୍ତତନ୍ତ ବସ୍ତ୍ର…

ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରାଳାଖେମୁଣ୍ଡିର ଅବସର ପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଛି।ନୂଆଦିଲ୍ଲୀର…

ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୨

ପଦ୍ମପୁର-ଜାତୀୟ ଆଇନ ସେବା ପ୍ରାଧୀକରଣ ଓ ଓଡିଶା ଆଇନ ସେବା ପ୍ରାଧୀକରଣ ଆଦେଶ କ୍ରମେ ପଦ୍ମପୁର ତାଲୁକ ଆଇନ ସେବା ପ୍ରାଧୀକରଣ ଆନୁକୁଲ୍ୟରେ ପଦ୍ମପୁର କୋର୍ଟ ପରିସରରେ ୨୦୨୨ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନ ସେବା…

ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ: ଆମରଣ ଅନଶନରେ ବସିଲେ ସିଜିନାଲ ବନ କର୍ମଚାରୀ

ମେଲଛାମୁଣ୍ଡା,(ଶାସକ ପ୍ରଶାସକ)- ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ନିଜର ହକରୁ ବଂଚିତ ହୋଇ ଆମରଣ ଅନଶନ ପରି ପଦକ୍ଷେପ ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମେଲଛାମୁଣ୍ଡାସ୍ଥିତ କେନ୍ଦୁପତ୍ର ରେଂଜ କାର୍ଯ୍ୟାଳୟ ସମ୍ମୁଖରେ । ସନିବାର ସକାଳେ ଦୁବୁଲାବାହାଲ ସେକସନ…

ସୋଆରେ ପ୍ରାକ୍ – ଆନ୍ତର୍ଜାତିକ ଯୋଗ ଦିବସ

ଭୁବନେଶ୍ୱର,: ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ (ଇଂଟରନ୍ୟାସନାଲ ଯୋଗ ଡ଼େ) କୁ ଆଖିରେ ରଖି ସୋଆ ଏନଏସଏସ ତରଫରୁ ଶନିବାର ଏକ “କାଉଂଟ ଡାଉନ ଟୁ ଆଇୱାଇଡି” କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।ସକାଳ ୮ ଟାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଯୋଗ – ଏକ ପରିଚୟ” ଉପରେ ସୋଆ…

ପରିବେଶ ସୁରକ୍ଷା ନିମନ୍ତେ ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ: ଜଷ୍ଟିସ୍ ସ୍ଥାଲେକର

ଭୁବନେଶ୍ୱର: ପରିବେଶ ଜନିତ ଦୁର୍ଦ୍ଦଶା ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୃଥିବୀର ତାପମାତ୍ରା ୨୦୨୫ ବେଳକୁ ଅଧିକ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏଭଳି ପରିସ୍ଥିତିରୁ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ସମସ୍ତ ପ୍ରକାର ଗଠନମୂଳକ ପ୍ରୟାସ କରିବାର ଆବଶ୍ୟକତା ରହିଛି…

କୃଷ୍ଣାନନ୍ଦପୁର ବିଜେଡି ପକ୍ଷରୁ ପବିତ୍ର ଇଦ ମିଲନ କାର୍ଯ୍ୟକ୍ରମ

ଜଗତସିଂହପୁର, /ସୁମନ୍ତ କୁମାର ଦାସ:ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କୃଷ୍ଣାନନ୍ଦପୁର ପଂଚାୟତ ବିଜେଡି ପକ୍ଷରୁ ତଳବରେଇ କେନାଲ ରୋଡ଼ ଠାରେ ପବିତ୍ର ଇଦ ମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଂଚାୟତ ସଭାପତି ତଥା ବରିଷ୍ଟ ସମାଜସେବୀ ହଜିଶେଖ କଲ୍ଲୀମୁଲ୍ଲା ଙ୍କ ନେତୃରେ…

ଜଗତସିଂହପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ଜିଲ୍ଲା କୋର୍ଟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧକ୍ଷ ଶ୍ରୀ ଅନୁପ କୁମାର ଚନ୍ଦନ ଙ୍କ ଅଧକ୍ଷତାରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ…