ସ୍କୁଲରେ ଅନୁପସ୍ଥିତି ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ: ପାଚିକାଙ୍କ ଦରମା ବନ୍ଦ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କଲ୍ୟାଣପୁର ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ଦେଇଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ଆଜି ନିଲମ୍ବନ କରାଯାଇଛି । ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୪୬୬୧ ଅନୁସାରେ ନିଲମ୍ବନ ଆଦେଶ ବଳବତର ରହିଥିବା ଯାଏଁ…