ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ
ଭୁବନେଶ୍ୱର,(ଶାସକ ପ୍ରଶାସକ): ସାଧାରଣ ନିର୍ବାଚନକୁ ଲକ୍ଷ୍ୟ କରି ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ନିକଟରେ ଯୁବ ସଙ୍ଗଠନକୁ ପୁନର୍ଗଠିତ କରିଥିବ ବେଳେ ଛାତ୍ର ସଙ୍ଗଠନକୁ ନୂଆ ରୂପ ଦେଇଛି ବିଜେଡି | ଯୁବ ଛାତ୍ରଙ୍କୁ ଗୁରୁତ୍ବଦେଇ ସେମାନଙ୍କୁ ସାଙ୍ଗଠନିକ…