ପୂର୍ବରୁ ଘୋଷଣା କରାଯାଇଥିବା ସାମୟିକ ବାତିଲ ଓ ଆଂଶିକ ବାତିଲ ଟ୍ରେନ ଗୁଡିକର ସ୍ୱାଭାବିକ ଚଳାଚଳ

ଜରୁରୀ ଟ୍ରାକ୍ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍ ବାତିଲ୍ ରହିବ ଉଭୟ ଯାତ୍ରୀ ଏବଂ ଟ୍ରେନର ସୁରକ୍ଷା ପାଇଁ ପ୍ରାଥମିକତା |  ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା 3 ଏବଂ 4 ଜୁନ୍, 2022 ରେ…

ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଵିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିଵସ ପାଳନ ଅବସରରେ ୨୯ ମେ ୨୦୨୨ ଠାରୁ ୧୨ ଜୁନ ୨୦୨୨ ପର୍ଯ୍ୟନ୍ତ ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ଅଭିଯାନ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ମିଳିତ ଆନୁକୁଲ୍ୟରେ ଆଦି ଏକ ସଚେତନତା ପଦ…

ପାରଳା ପୌରାଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା

https://youtu.be/aLre4q6FI_0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପାରଳା ପୌରାଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି , ଲୋକପ୍ରିୟ କେନ୍ଦ୍ରୀୟ ଯୋଜନା "ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା "। ସାରା ଦେଶରେ କରୋନା…

ବିଜେଡିର ବାଜିମାତ, ତୃତୀୟ ସ୍ଥାନକୁ ଠେଲି ହେଇଗଲା ବିଜେପି

ବ୍ରଜରାଜନଗର ଉପନିର୍ବାଚନରେ ଦ୍ଵିତୀୟ ସ୍ଥାନରେ ରହିଲା କଂଗ୍ରେସ ହାଇ ପ୍ରୋଫାଇଲ ଷ୍ଟାର କ୍ୟାମ୍ପେନ ସତ୍ତ୍ୱେ ଅମାନତ ହରାଇଲା ବିଜେପି ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପୁଣି କରିଛି ବାଜିମାତ | ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପ୍ରାୟ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଖାରଜ

ଦୁଇ ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପୁରୀ (ଅନିମେଶ ପଟ୍ଟନାୟକ): ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧ ମାମଲା । ଉଭୟ ଆବେଦନକାରୀଙ୍କ ମାମଲାକୁ ରଦ୍ଦ କରିଛନ୍ତି ମାନ୍ୟବର ଖଣ୍ଡପୀଠ । ଏଥି ସହ ଆବେଦନକାରୀଙ୍କ ଉପରେ ୧ଲକ୍ଷ…

ନିଶ୍ଚିନ୍ତକୋଇଲି ନତକାଇ ସ୍ଥିତ ଶ୍ରୀ ଶ୍ରୀ ଶକ୍ତିସ୍ୱର ମହାଦେବ ଙ୍କ ପୀଠରେ ଆରମ୍ଭ ହେଲା ରୁଦ୍ର ମହାଯଜ୍ଞ

 ଦେଢ଼ହଜାର ରୁ ଉର୍ଦ୍ଧ୍ବ ମାଆ ଭଉଣୀ ମାନେ ମାନସିକ କଳସ ଯାତ୍ରାରେ ଯୋଗଦାନ କଲେ । (ଦେବେନ୍ଦ୍ର ଷଡ଼ଙ୍ଗୀ):- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ନତକାଇ ବାଣୀନଗର ସ୍ଥିତ ଶ୍ରୀ ଶ୍ରୀ ଶକ୍ତିସ୍ୱର ଙ୍କ ପୀଠରେ ଗତକାଲି ଠାରୁ ଆରମ୍ଭ ହୋଇଛି ରୁଦ୍ର ମହାଯଜ୍ଞ । ପଚିଶ ବର୍ଷରେ ପଦାର୍ପଣ କରିଥିବା ଏହି…

ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ରାଜରାସ୍ତାରେ ଲଢ଼େଇ କରିବ : ଶରତ ପଟ୍ଟନାୟକ

ଭୁବନେଶ୍ୱର/ଶାସକ ପ୍ରଶାସକ : କଂଗ୍ରେସ ନିଶ୍ଚିତ ରାଜ୍ୟରେ ଫେରିବ । ରାଜ୍ୟର ଜନସାଧାରଣ ଏ ଦୁଇ ଜନବିରୋଧି ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରିବାପାଇଁ ପ୍ରସ୍ତୁତ ହୋଇସାରିଲାଣି । ଆସନ୍ତା ଦିନରେ କଂଗ୍ରେସ ସାରା ରାଜ୍ୟର ଗାଁକୁ ଗାଁ ଯିବ ଏବଂ ସମସ୍ତ କର୍ମୀ ଏକଜୁଟ ହୋଇ ଏ ନିର୍ଣ୍ଣାୟକ ଲଢ଼େଇ…

ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା

ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀ ବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତିି ।ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଏମ.ଡି. ଜଲାଲ୍‌ଉଦ୍ଦିନ ଆକବର -…

ବିଜେପିରୁ ନିଲମ୍ବିତ ପୂର୍ବତନ ଜିଲ୍ଲା ସଭାପତି

ଭୁବନେଶ୍ୱର:ବିଜେପିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ଜିଲ୍ଲା ସଭାପତି | ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ସୋନପୁର ଜିଲ୍ଲା ସଭାପତି ଶ୍ରୀ ବଳଦେବ ବେଦବାକ୍‌ଙ୍କୁ…

ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଂ

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ବଜାୟ ରଖିଲା କିଟ୍‍ ଭୁବନେଶ୍ୱର: ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଂ ୨୦୨୨ରେ କିଟ୍‍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ପକ୍ଷରୁ…