ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତିକୁ ନେଇ ସୋଆରେ କର୍ମଶାଳା ଆୟୋଜିତ

ଭୁବନେଶ୍ୱର,: ନୂତନ ଶିକ୍ଷାନୀତି ଅନୁଯାୟୀ ଜାତୀୟ ପାଠ୍ୟକ୍ରମ ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଏକତ୍ରିତ ହୋଇଥିଲେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ବିଶିଷ୍ଟି ଶିକ୍ଷାବିତ୍ ଏବଂ ସ୍ୱନାମଧନ୍ୟ ବିଶ୍ୱବିଦ୍ୟାଳୟର କୁଳପତି । ସୋଆରେ…

ବୈକୁଣ୍ଠନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ସ୍ଥିତ ବୈକୁଣ୍ଠନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ପାଲ ଙ୍କ ସଭାପତିତ୍ୱ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ…

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନୂଆଖାଇ ଭେଟଘାଟ

ନବରଙ୍ଗପୁର/ ଅଶୋକ ସାହୁ : ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡାକ୍ତର କମଳଲୋଚନ ମିଶ୍ର, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ପୌର…

ଗାଁ ମୁହାଁ ବନ୍ୟପ୍ରାଣୀ ; ଘର୍ ଭିତରେ ପଶି ମହିଳାଙ୍କୁ ଆକ୍ରମଣ କଲା ବାରହା

ଭଞ୍ଜନଗର : ଗାଁ ମୁହାଁ ହେବାରେ ଲାଗିଛନ୍ତି ବନ୍ୟପ୍ରାଣୀ। ଘଞ୍ଚ ଜଙ୍ଗଲ ପଦା ହେବା,ଜଙ୍ଗଲ ଭିତରେ ଲୋକଙ୍କ ଅବାଧ ପ୍ରବେଶ ଏବଂ ଖାଦ୍ୟ ଅଭାବରୁ ଅନେକ ବନ୍ୟପ୍ରାଣୀ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଅଭିମୁଖେ ଆସି ଫସଲ ନଷ୍ଟ କରିବା ସହ ମଣିଷ ସହିତ ମୁହାଁମୁହିଁ ହେଉଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ…

ଧରାପଡିଲା ଶଙ୍କରା

ଚୋରା ଗାଡି ସମେତ ବନ୍ଧକ ଗାଡି ଉଦ୍ଧାର : ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କଲେ ଏସଡ଼ିପିଓ l (ମାହାଙ୍ଗା-ଶାସକ ପ୍ରଶାସକ) ଗ୍ରାମାଞ୍ଚଳ ରେ ପ୍ରଭାବ ବିସ୍ତାର କରିଥିବା ତଥାକଥିତ ପ୍ରଭାକର ଓରଫ ଶଙ୍କରା ଙ୍କୁ ଗିରଫ କରିଛି ପୋଲିସ l ଚୋରା ତଥା ବନ୍ଧକ ଗାଡି କାରବାରରେ ଲିପ୍ତଥିବା…

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିଃ.ର 43 ତମ ପ୍ରତିଷ୍ଠା ଦିବସ ପାଳିତ

ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆହ୍ୱାନ ଭୁବନେଶ୍ୱର: ୧୯୭୯ ମସିହାରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ଥାପିତ ହୋଇଥିଲା । ନିଗମ ସ୍ଥାପନର ଉଦ୍ଦେଶ୍ୟ, ଏହାର କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ…

ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ ଦ୍ୱାରା ଡୁଏଲ୍ ସିଷ୍ଟମ୍ ଟ୍ରେନିଂ

କୋଇଡା  ; ଆର୍ସଲରମିତଲ୍ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ(ଏଏମ୍‌/ଏନ୍‌ଏସ୍ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧିନରେ ଏକ ସିଏସ୍‌ଆର୍ ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣା ପତ୍ର ତଥା ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଷ୍ଟୋନ୍…

ସାମ୍ବାଦିକଙ୍କ ପାଇଁ ବୈଷୟିକ ଜ୍ଞାନ ଆହରଣ କର୍ମଶାଳା

ଭଦ୍ରକ : (ସତ୍ୟବ୍ରତ ନାୟକ) ସାମାଜିକ ଗଣମାଧ୍ୟମରେ ଖବର ପରିବେଷଣ ଏବେ ସାମ୍ବାଦିକତା କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଲାଭ କରିଥିଲେ ମଧ୍ୟ ଅନେକ ସମୟରେ ସମସ୍ୟା ସୃଷ୍ଟି କରିଛି।ଭ୍ରମାତ୍ମକ ସୂଚନା ପ୍ରଦାନ ଦ୍ୱାରା ଗଣମାଧ୍ୟମ ପ୍ରତି ବିଶ୍ଵାସ ଭଙ୍ଗ ହେଉଛି।ଏଣୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି…

“ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ହିସାବରେ ଦୁଇରେ ଦୁଇ ମିଶିଲେ ୨୨”

ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ - ପଂଚାନନ କାନୁନଗୋ ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ ଭୁବନେଶ୍ୱର - ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି…

ପୋଲିସ କବଜାରେ 54 ଲକ୍ଷ ଟଙ୍କା ହଡପକାରୀ

ଲୋକଙ୍କ ସରଲତାର ସୁଯୋଗ ନେଇ ବ୍ୟାଙ୍କ ପାସବୁକ ରୁ ଠକି ନେଲେ ଟଙ୍କା ପଇସା ଫେରି ପାଇବେତ ଜମାକାରୀ ? ବରଗଡ :- ଆଠ ଗୋଟି ମାଇକ୍ରୋ ଫାଇନାନ୍ସ ଓ ବ୍ୟାଙ୍କ ର ସବ ଏଜେଣ୍ଟ ସହିତ ନିଜ ଘରେ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା ନାମରେ ଏକ…