ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ

ଭୁବନେଶ୍ୱର : ଆଜି ପୂର୍ବତଟ ରେଳବାଇ କ୍ରୀଡା ସଂଘ, ମଞ୍ଚେଶ୍ୱର ତରଫରୁ ସ୍ଥାନୀୟ ରେଳବାଇ ଇନଡୋର ଷ୍ଟାଡିୟମରେ ବାର୍ଷିକ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି। ମଞ୍ଚେଶ୍ୱର ରେଳଡବା କାରଖାନାର ମୂଖ୍ୟ କାରଖାନା ପ୍ରବନ୍ଧକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର କର ମହୋଦୟ ମୂଖ୍ୟ ଅତିଥି ରୂପେ…

ଆମ ଗାଁ ଗାଦି ଗୋସାଇଁ ପୁସ୍ତକ ଉନ୍ମୋଚିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଂଚାୟତ ଅଧିନ ତେନ୍ତୁଳିପଦା ଗ୍ରାମର ସର୍ବ ପୁରାତନ ଶ୍ରୀ ଶ୍ରୀ ଗାଦି ଗୋସାଇଁଙ୍କ ପୀଠରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଉପଲକ୍ଷେ ଭାଗବତ ଭାଗବତ ଜନ୍ମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଏହି ଉପଲକ୍ଷେ…

ଅଧିକ କେନ୍ଦ୍ରୀୟ ସମ୍ବଳ ଓ ସହଯୋଗ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଗୁରୁତ୍ୱ

ଅହମଦାବାଦରେ ବିଜ୍ଞାନ ଓ କାରିଗର ମନ୍ତ୍ରୀମାନଙ୍କ ସମ୍ମିଳନୀ ଭୁବନେଶ୍ୱର: ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ…

ବାଣପୁର ଦେଓଗାଁ ସମବାୟ ସମିତିରେ ସାର ବିକ୍ରିରେ କଳାବଜାରି !!!

ଚିଲିକା/ବାଣପୁର :- (ସେକ୍ କୌଶର) " ସରକାର ଚାଷୀଙ୍କୁ ଉପଯୁକ୍ତ କ୍ରେୟରେ ସାର ଦେବାପାଇଁ ଡେଙ୍ଗୁରା ପିଟୁଥିବା ବେଳେ  ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ସମବାୟ ସମିତି କର୍ତୃପକ୍ଷ  ଚାଷୀଙ୍କୁ ଶୋଷଣ କରି ପକେଟ ଗରମ କରୁଛନ୍ତି | ଚାଷୀଙ୍କ ଆଖିରେ କଳା କନା ବାନ୍ଧି କଳା ବଜାରୀ ରେ…

ଏକ ଦିନକେ ଦି ଦି ଟା ଚିଠି ଲେଖିଲେ ଧର୍ମେନ୍ଦ୍ର

 ଗୋଟେ କେନ୍ଦ୍ର କୋଇଲା,ଖଣି ମନ୍ତ୍ରୀଙ୍କୁ , ଆଉ ଗୋଟେ  କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ  ହାଇ ପାଓ୍ୱାର୍ କମିଟି ଓ ସିଏସିଏଲବିର ପରାମର୍ଶକୁ କଡ଼ାକଡ଼ି ପାଳନ କରିବା ପାଇଁ କଲେ ଅନୁରୋଧ ନାଲକୋରେ ନିଯୁକ୍ତ ଠିକା ଶ୍ରମିକଙ୍କ ମଜୁରୀ ସୁନିଶ୍ଚିତ କରିବା ପାଇଁ ଅନୁରୋଧ…

ଆଇଟିଆଇ କଲେଜରେ ଛାତ୍ରଙ୍କୁ ରାଗିଂ ! ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ : (ସତ୍ୟବ୍ରତ ନାୟକ )ଛାତ୍ରଙ୍କୁ ରାଗିଂ ଅଭିଯୋଗ। ରାଗିଂରେ କଥା ସହିନପାରି ଆତ୍ମହତ୍ୟା ଊଦ୍ୟମ। ବିଷ ପିଇ ଗୁରୁତର ଅଵସ୍ଥାରେ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲ ସ୍ଥାନାନ୍ତର । ଅଵସ୍ଥାରେ ସୁଧାର ନହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଥିବା…

ପୁରୀଠାରେ ଗ୍ରୀନ ଫିଲଡ ବିମାନ ବନ୍ଦର ନେଇ ସମୀକ୍ଷା ବୈଠକ

ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିବ ପୁରୀ ଜିଲ୍ଲା ପ୍ରଶାସନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପୁରୀଠାରେ ପ୍ରସ୍ତାବିତ ଗ୍ରୀନଫିଲଡ ବିମାନ ବନ୍ଦରର ଜମି…

ଉତ୍କଳ ଆଲୁମିନା ପକ୍ଷରୁ ସହରାଞ୍ଚଳରେ ନିରାପତ୍ତା ତାଲିମ କାର୍ଯ୍ୟକ୍ରମ ଆୟୋଜିତ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନସାଧାରଣ ଓ ସମୁଦାୟଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଛି…

ଓଡିଶା ଗସ୍ତରେ ୭ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡା, ଯାଜପୁର କଟକ ଓ ମୟୁରଭଞ୍ଜକୁ ଜଣେ ଜଣେ ମନ୍ତ୍ରୀ ପ୍ରଭାବଶାଳୀ ଭୁବନେଶ୍ୱର ଏମପି ଅପରାଜିତାଙ୍କ ନିର୍ବାଚନ ମଣ୍ଡଳୀରେ ତିନି ମନ୍ତ୍ରୀ ଭୁବନେଶ୍ୱର: ଓଡିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ବିସ୍ତୃତ ଅବଗତ ହେବା…

ସମ୍ମମ୍‌ରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଗୁରୁବାର ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ ହୋଇଯାଇଛି । ଏହି ଅତ୍ୟାଧୁନିକ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍‌ରେ ନ୍ୟୁରୋଲଜିକାଲ୍ ଏବଂ ଅର୍ଥୋପେଡିକ୍ ବିଭାଗର ରୋଗୀମାନଙ୍କ ସମେତ…