ବିକାଶ ଏଠି ଉଜାଣି ବହୁଛି :: ରୋଗୀଙ୍କୁ ୨ କିଲୋମିଟର ଦୋଳାରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମ ଗୁଡିକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। କିନ୍ତୁ ମୋହନା ବ୍ଲକର ଏମିତି ବହୁ ଗ୍ରାମ ରହିଛି ଯେଉଁଠିକି ଗମନାଗମନ କରିବା କଷ୍ଟସାଧ୍ଯ । ବିଭିନ୍ନ ସମୟରେ ଗୁରୁତର…