ଆଡଭୋକେଟ ଜେନେରାଲ୍ ଅଶୋକ ପରିଜା କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି
ଭୁବନେଶ୍ୱର : ବିଶିଷ୍ଟ ଆଇନଜ୍ଞ ତଥା ଓଡ଼ିଶା ଆଡଭୋକେଟ ଜେନେରାଲ୍ ଅଶୋକ କୁମାର ପରିଜା କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି । ପ୍ରାକ୍ତନ କୁଳାଧିପତି ଖ୍ୟାତି ସମ୍ପନ୍ନ ଶିକ୍ଷାବିତ୍ ପ୍ରଫେସର ବେଦ ପ୍ରକାଶଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବା ପରେ କିଟ୍…