ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ନେତ୍ରୋତ୍ସବ ଅନୁଷ୍ଠିତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଳକ ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ନବ ଯୌବନ ଦର୍ଶନ ଓ ଘୋଷଯାତ୍ରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି । ବିଗତ ସ୍ନାନପୂର୍ଣ୍ଣିମାଠାରୁ ଅଣସରରେ ଥିବା ଦାରୁ ବିଗ୍ରହମାନେ ଆଷାଢ…