ଜିଲ୍ଲା ପ୍ରଶାସନର ମହାନତା
ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଭାରତ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା ୨୦୨୨ରେ ଭାଗ ନେଇ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ମୋହନା ବ୍ଳକ ଅଡ଼ବା ଗ୍ରାମର ଛାତ୍ରୀ ସୁଶ୍ରୀ…