ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ତରଫରୁ ମାତୃ ନିକେତନକୁ ଏଲସିଡ଼ି ଟିଭି ଓ ପଙ୍ଖା ପ୍ରଦାନ
ବରଗଡ :- ବିଶ୍ୱପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ସେବା କାର୍ୟ୍ଯ ସହିତ ଅନେକ ପ୍ରକାରର ସାମାଜିକ କାର୍ଯକ୍ରମ ସମୟ ସମୟରେ କରାଯାଇଥାଏ । ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ ରେ ଥିବା ଛୋଟ ଛୋଟ…