ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁରେ ଶୋକ
ଅଂଚଳର ବିକାଶ ଦିଗରେ ତାଙ୍କର ଅବଦାନ ତଥା ସହଯୋଗ ସ୍ମରଣୀୟ ହୋଇ ରହିବ: ପ୍ରତାପ ଜେନା
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ପୂର୍ବତନ ବ୍ଲକ ଅଧକ୍ଷ ବ୍ରଜ କିଶୋର ବିଶ୍ୱାଳଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତାଙ୍କ…