କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ;

ଭୂତ ମତଦାତାଙ୍କୁ ବାଦ୍‌ ଦେଇ ପ୍ରକୃତ ମତଦାତାଙ୍କୁ ତାଲିକାଭୁକ୍ତ କରିବାକୁ ଗୁରୁତ୍ୱ, ଓଡ଼ଗାଁ, ୨୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ମଣ୍ଡଳ ବିଜେପି ଶକ୍ତିକେନ୍ଦ୍ର ବୈଠକ ଦଣ୍ଡୋରସ୍ଥିତ ମା’ ପାଣିଷଣ୍ଢ ମନ୍ଦିର ସଭାଗୃହରେ ବୁଧବାର…

ପ୍ରାକ୍ଟିକାଲ କ୍ଲାସ୍‌ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ;ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କଲେ ପ୍ରତିବାଦ

ଓଡ଼ଗାଁ, ୨୨ା୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀବିଜ୍ଞାନର ପ୍ରାକ୍ଟିକାଲ କ୍ଲାସ୍‌ ନିୟମିତ ଓ ଆବଶ୍ୟକ ସଂଖ୍ୟାରେ ହେଉନଥିବା ଅଭିଯୋଗ ନେଇ ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…

ପ୍ରତ୍ୟେକ ଶିଶୁର ସଫଳତା ହିଁ ଆମର ଉତ୍ତରଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀଙ୍କ କନକ୍ଲେଭରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ •ବିକଶିତ ଭାରତ ୨୦୪୭' ପାଇଁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗୀଦାର •ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସମଗ୍ର ଶିକ୍ଷା, ପିଏମ ଶ୍ରୀ,…

ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି ମହତାବ

ନବୀନ ପଟ୍ଟନାୟକଙ୍କ ବିରୋଧରେ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କଲା ବିଜେଡି ଛାତ୍ରଛାତ୍ରୀଙ୍କ ଆନେ୍ଦାଳନକୁ ରାଜନୀତିକରଣ କରାନଯାଉ ଭୁବନେଶ୍ୱର, ୨୨/୦୭/୨୦୨୬: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି…

ପଞ୍ଚାୟତିରାଜ ସଚିବଙ୍କ ଜଗତସିଂହପୁର ଗସ୍ତର ଦ୍ଵିତୀୟ ଦିନ

ଜଗତସିଂହପୁର,ତା ୨୨/୦୭/୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ଶ୍ରୀ ଗିରିଶ ଏସ ଏନ ଗତକାଲି ଠାରୁ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପ୍ରକଲ୍ପ ର ସମୀକ୍ଷା କରୁଛନ୍ତି। ଆଜି ତାଙ୍କ ଗସ୍ତ ର ଦ୍ୱିତୀୟ ଦିନରେ ପ୍ରଥମେ ଗାନ୍ଧି ଛକ ସ୍ଥିତ…

ବେଲଗୁଣ୍ଠା ମହାଲକ୍ଷ୍ମୀ ମନ୍ଦିରରେ ଅଗ୍ନିକାଣ୍ଡ: ଗ୍ୟାସ୍ ଲିକ୍‌ରୁ ପୂଜକ ବଳରାମ ପଣ୍ଡା ଆହତ, ଟଳିଗଲା ବଡ଼ ଦୁର୍ଘଟଣା

ବେଲଗୁଣ୍ଠା-୨୧/୭-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଅନ୍ୟତମ ପ୍ରସିଦ୍ଧ ଶ୍ରୀ ମହାଲକ୍ଷ୍ମୀ ମନ୍ଦିର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଅଘଟଣରୁ ଅଳ୍ପକେ ବଞ୍ଚିଯାଇଛି ।ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ମନ୍ଦିର ପୂଜାର୍ଚ୍ଚନା ସାରି ପୂଜକ ବଳରାମ ପଣ୍ଡା ମନ୍ଦିର ବନ୍ଦ କରି ଘରକୁ…

ଦରମା ବିଲ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ…

ଭବାନୀପାଟଣା/ଥୁଆମୂଲ ରାମପୁର: ରୋହିତ କୁମାର ନାଏକ( ଶାସକ ପ୍ରଶାସକ) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ,…

ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ

ଷ୍ଟଡିୟର ଭିତ୍ତିଭୂମି ର ବିକାଶ କରାଯିବ - ନରସିଂହ ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟାନ, ଦୟା ରନର୍ସଅପ ୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପ ଭେଟେରାନ ଖେଳାଳି ଡା. ଦିପକ ବାରିକଙ୍କୁ ତ୍ରିମୁକୁଟ ବଲାଙ୍ଗିର,୨୨/୭ -…

ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

କୋଇଡା–ଚଣ୍ଡିଖୋଲ ଓ ରିମୁଳି–ଚମ୍ପୁଆ ଜାତୀୟ ରାଜପଥ ନିର୍ମାଣ ନେଇ ଆଲୋଚନା ଭୁବନେଶ୍ୱର ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ସମୀକ୍ଷା ଭୁବନେଶ୍ୱର, ତା. ୨୨-୦୭. ୨୦୨୬: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ…

ବରଗଛ ବନ୍ଧୁ ଅଭିଯାନ,ଏକ୍ ପେଡ ମା କେ ନାମ” କାର୍ଯ୍ୟକ୍ରମ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରି ଠାରେ ଆଜି "ଏକ୍ ପେଡ ମା କେ ନାମ" (ମା ପାଇଁ ଗଚ୍ଛ ଟିଏ) କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମହମ୍ମଦ ଅବିଦ୍ ହୁସେନ, (ମୁଖ୍ୟ ଜିଲ୍ଲା…