ସ୍ପେନ ଓ ଗ୍ୱାଟେମାଲାରେ ନିଯୁକ୍ତ ରାଷ୍ଟ୍ରଦୂତଙ୍କ ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ
ଭୁବନେଶ୍ୱର: ଆଜି ସ୍ପେନ ଦେଶ ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଦିନେଶ କୁମାର ପଟ୍ଟନାୟକ ଏବଂ ଗ୍ୱାଟେମାଲା ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ମନୋଜ କୁମାର ମହାପାତ୍ର ୱାର୍ଲଡ଼ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ଶ୍ରୀ ପଟ୍ଟନାୟକ ୱାର୍ଲଡ଼ ସ୍କିଲ…