ସମୁଦ୍ର ମଝିରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର।

ଜଗତସିଂହପୁର/ସୁମନ୍ତ କୁମାର ଦାସ:ସମୁଦ୍ର ମଝିରେ ହୁତୁହୁତୁ ହୋଇ ଜଳିଗଲା ମାଛଧର ଟ୍ରଲର l ଅନ୍ୟ ଏକ ଟ୍ରଲର ଦ୍ବାରା ସମସ୍ତ ୯ ମତ୍ସ୍ୟଜୀବୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜଳି ଯାଇଥିବା ଟ୍ରଲର ହେଲା 'ଭଗବତୀ-୩, ଗତ ଶୁକ୍ରବାର ଦିନ ପାରାଦୀପରୁ ମାଛ ଧରିବା ପାଇଁ ଗଭୀର ସମୁଦ୍ର କୁ…

କର୍ମଚାରୀଙ୍କୁ ଅନୁକମ୍ପା , ଆଦିବାସୀ ମହିଳାଙ୍କୁ ଉପହାସ

"ବିଧାନ ସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଦେଇଛନ୍ତି ଭୁଲ ଉତ୍ତର" ଭୁବନେଶ୍ୱର : ବିଧାନ ସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତି କରଣ ମନ୍ତ୍ରୀ ବିଧାନସଭା ପ୍ରଶ୍ନର ଉତ୍ତରରେ ଭୁଲ ତଥ୍ୟ ରଖିଥିବାର ଅଭିଯୋଗ ଆଣିଛି କେନ୍ଦୁଝର ବିକାଶ ପରିଷଦ। ବିକାଶ ପରିଷଦ ଅଭିଯୋଗ ଆଣି…

ଓଡ଼ଗାଁ ପୋଲିସ ସହାୟତାରେ ହରିଣ ମାଂସ ସହିତ ସାଇକେଲ ଜବତ କଲା ବନବିଭାଗ, ଜଣେ ଗିରଫ

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା କଦମଝର ବିଟ୍ ହାଉସ୍ ଅନ୍ତର୍ଗତ କୁରାଳ ଗ୍ରାମ ଗୋଲାସାହିରୁ ଓଡ଼ଗାଁ ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ୩୦କେଜି କଟାମାଂସ ଏବଂ ସାଇକେଲ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିବା ସହିତ ବନବିଭାଗକୁ ହସ୍ତାନ୍ତର କରିଥିଲେ । ଅଟକ ଜଣକ ହେଲେ ଏହି…

ହାଇକୋର୍ଟ ବିଚାରପତିଙ୍କ ଶ୍ରୀ ରଘୁନାଥ ଜୀଉ ମନ୍ଦିର ଓ ଅଦାଲତ ପରିଦର୍ଶନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ିଶା ଉଚ୍ଚନ୍ୟାୟାଳୟ ବିଚାରପତି ତଥା ନୟାଗଡ଼ ଜିଲ୍ଲା ପୋର୍ଟ ଫୋଲିଓ ଜଜ୍ ଭି. ନରସିଂହ ରବିବାର ଦିନ ନୟାଗଡ଼ ଜିଲ୍ଲା  କୋର୍ଟ କାର୍ଯ୍ୟ ତଦାରଖ କରିବାକୁ ଆସି ଓଡ଼ଗାଁ ସିଭିଲ୍ କୋର୍ଟ କମ୍ପ୍ଳେକ୍ସ ପରିଦର୍ଶନ କରିଥିଲେ । ଏଠାରେ ଉପଲବ୍ଧ ସମସ୍ତ ସୁବିଧା…

ପୋଖରୀରେ ବୁଡ଼ି ଯୁବକ ର ମୃତ୍ୟୁ

ଭଞ୍ଜନଗର/ ନିଲୁ ବିଷୋୟୀ : ତାରସିଙ୍ଗି ଥାନା ଅନ୍ତର୍ଗତ ଦୋମୁହାଁଣି ଗ୍ରାମର ଏକ ପୋଖରୀରେ ଗାଧେଇବା ସମୟରେ ଗୋଡ଼ ଖସି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବାବୁଲା ବେହେରା।ବାବୁଲା ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି।ରବିବାର ଅପରାହ୍ନରେ କାମସରି…

କୃପାଳୁ ଶିଶୁ ସାହିତ୍ୟ ଆସର

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା "କୃପାଳୁ ଶିଶୁ ସାହିତ୍ୟ ଆସର" ବିଦ୍ୟାଳୟ ଛୁଟି ଦିନମାନଙ୍କରେ ଭ୍ରମ୍ୟମାଣ କରି ସେଠାରେ ଥିବା ପିଲାମାନଙ୍କୁ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରାଉଛି l ଜିଲ୍ଲା ଶିକ୍ଷା ଓ…

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାଗରଣ ଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଶ୍ରୀ ଅରବିନ୍ଦ ସୋସାଇଟି ପକ୍ଷରୁ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାଗରଣ ଯାତ୍ରା ଆୟୋଜିତ ହୋଇଯାଇଛି। ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ , ପୂରାତନ ଛାତ୍ର ,…

ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ଦ୍ରୌପଦୀ ମୁର୍ମୁଂଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର :ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଂଙ୍କୁ  ଆଜି ସାକ୍ଷାତ କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀମତୀ ମୁର୍ମୁଂକୁ ବିପୁଳ ଭୋଟ ବ୍ୟବଧାନରେ…

ଅଧାରହିଗଲା ଜଗା ଦର୍ଶନ

ଭଦ୍ରକ : (ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି ): ଅଧାରହିଗଲା ଜଗା ଦର୍ଶନ । ପୁରୀ ଯିବା ବେଳେ କାର୍‌ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତକ ପଶ୍ଚିମବଙ୍ଗର ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…