୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ -୧ ଶ୍ରୀ…

ବ୍ଲକସ୍ତରୀୟ ଉଜ୍ୱଳ ଭାରତ -ଉଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ବାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ " ଆଜାଦୀ କା ଅମୃତ ମହୋତ୍ସବ " ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାରଙ୍କର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗୀତାରେ ଦ୍ୱିତୀୟ କାର୍ଯ୍ୟକ୍ରମ ରୂପେ…

ପଞ୍ଚାୟତ ସମ୍ମୁଖରେ ଧାରଣା ବସିଲେ S.H.G ମହିଳା ଓ ୱାର୍ଡ ମେମ୍ବର

(ସତ୍ୟବ୍ରତ ନାୟକ, ଭଦ୍ରକ):  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ଅଫିସ ଫାଟକ ସମ୍ମୁଖରେ ଧାରଣାରେ ଦେଲେ । ଗତ ୨୭ ତାରିଖରେ ଦିନ ପୋଖରୀ, ଗଡିଆ, ଜୋର, ନାଳ କାଞ୍ଚିଆହୋଦା ନିଲାମ୍ ବେଳେ S.H.G ମହିଳା ମାନଙ୍କ ସହ କିଛି ପଞ୍ଚାୟତ ର ସରପଞ୍ଚଙ୍କ ସହ ଯୁକ୍ତିତର୍କ  ହୋଇ ଥିଲା ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନ୍‍ସର ସେଣ୍ଟର ଉଦ୍‍ଘାଟିତ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ଭୁବନେଶ୍ୱର,: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଛି । କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟ ଓ…

ଚେସ ଅଲିମ୍ପିଆଡରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର, : ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଚେନ୍ନାଇର ମହାବଳୀପୁରମରେ ଅନୁଷ୍ଠିତ ୪୪ତମ ଚେସ ଅଲିମ୍ପିଆଡ ଉତ୍ସବରେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି । ତାମିଲନାଡୁ ସରକାରଙ୍କ…

ଓଏସଡିଏର ଲେଟ୍ସ ପ୍ଲେ ଆଇଟିଆଇ ଯୋଜନା ନିମନ୍ତେ ତାଲିମ ସମାପ୍ତ କଲେ ସ୍ପୋର୍ଟ୍ସ ଚେଞ୍ଜ ଲିଡର

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଏବଂ ଟାଟା ଷ୍ଟ୍ରାଇଭ ପକ୍ଷରୁ ସରକାରୀ ଆଇଟିଆଇରେ ନିଯୁକ୍ତ ୧୫ ଜଣ ସ୍ପୋର୍ଟ୍ସ ଚେଞ୍ଜ ଲିଡରମାନଙ୍କୁ ଦଶ ଦିନିଆ ତାଲିମ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କଳିଙ୍ଗ ଷ୍ଟାଡିୟମଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ବିଜେଡି ରାଜ୍ୟସଭା ସଂସଦୀୟ ଦଳ:ସସ୍ମିତ ନେତା , ସୁଲତା ମୁଖ୍ୟ ସଚେତକ

ଭୁବନେଶ୍ବର : ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ସାଂସଦ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ସସ୍ମିତ ପାତ୍ର । ସେହିପରି ରାଜ୍ୟସଭାରେ ବିଜେଡି ଚିଫ୍ ହୁଇପ ଭାବେ ସୁଲତା ଦେଓଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଗୋ-ସୁରକ୍ଷାର ପ୍ରୟୋଗଶାଳା ହୋଇଛି ଗୋଶାଳା |

ଅସୁରେଶ୍ୱର ଗୋ-ରକ୍ଷଣୀ ସମିତିର ୭୯ ପ୍ରତିଷ୍ଠା ଦିବସ ଅସୁରେଶ୍ୱର: ଗୋ-ସେବା , ଗୋ-ମଙ୍ଗଳ ଓ ଗୋ-ସୁରକ୍ଷାର ପ୍ରୟୋଗଶାଳା ପାଲଟିଛି ଅସୁରେଶ୍ୱର ଗୋରକ୍ଷଣୀ । ଦେଶ ସ୍ୱାୀନତା ପାଇବା ପୂର୍ବରୁ ୧୯୪୩ ମସିହା ପବିତ୍ର ଚିତାଲାଗି ଅମାବାସ୍ୟା ଦିନରେ ଜଣେ ହିନ୍ଦୁଧର୍ମୀ ସ୍ୱର୍ଗତ ଜଳଧର ନାୟକ ଓ…

ଭିଜିଲାନ୍ସ ଜାଲରେ ଅମ୍ବାଭନା ତହସିଲ ବରିଷ୍ଠ ରାଜସ୍ବ ସହାୟକ ।

ବରଗଡ଼- ବରଗଡ଼ ଜିଲ୍ଲା ଅମ୍ବାଭନା ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବଳରାମ କଳାରୀ ଲାଞ୍ଚ ନେଲା ବେଲେ କାବୁକଲା ଭିଜିଲାନ୍ସ । ସୂଚନା ଅନୁସାରେ ବଳରାମ କଳାରି ଜମି ପାଟେସନ କେଶ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସମ୍ବଲପୁର…

“ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ଗଜପତି ଜିଲ୍ଲା ବୋର୍ଡ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ''ଆନ୍ତର୍ଜାତିକ ମାନବାଧିକାର ରକ୍ଷକ'' ଗଜପତି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ…