ନ୍ୟାୟ ପାଇଁ ଏସ୍ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ପାଞ୍ଚ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ତଦନ୍ତ ଶୂନ୍ୟ l ନ୍ୟାୟ ପାଇଁ ଶତାଧିକ ଲୋକଙ୍କୁ ଏସ୍ପି ଅଫିସ ନିକଟରେ ଧାରଣା l ସୂଚନା ଅନୁଯାଇ ଗତ 27 ତାରିଖ ବିଳମ୍ବିତ ରାତ୍ରି ସମୟରେ ରଘୁନାଥପୁର ଥାନା ଅନ୍ତର୍ଗତ ବଣିକୁନ୍ଦ ଗ୍ରାମର କାହ୍ନୁ ଚରଣ ସ୍ୱାଇଁ ଓ…