ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପାଟଣାଗଡ ଓ କୁଚିଣ୍ଡାରେ ଖୋଲାଯିବ ନୂଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ

ଭୁବନେଶ୍ୱର: ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ। କୁଚିଣ୍ଡାରେ…

ନିଶାଦ୍ରବ୍ୟ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ l

ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାର ରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟ ରେ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ…

ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲା ଉତ୍କଳ ସାମ୍ବାଦିକ ସଂଘ

ତୁରନ୍ତ ନିଯୁକ୍ତ ହେବେ ୪ ଡାକ୍ତର; ଅତିଶୀଘ୍ର ମେଡ଼ିକାଲ ସମସ୍ୟାର ସମାଧାନ : ଉପଜିଲ୍ଲାପାଳ ଭଞ୍ଜନଗର/ନିଲୁ ବିଷୋୟୀ. ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବ ଓ ବିଭିନ୍ନ ସମସ୍ୟା ଯୋଗୁଁ ରୋଗୀସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଉତ୍କଳ…

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଶୁଭ ଶିଳାନ୍ୟାସ

ଗାଁର ବିକାଶ ଗାଁର ପ୍ରଗତି ଆମର ଲକ୍ଷ୍ୟ- ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ):ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ପଟ୍ଟନାୟକ ଛକ ଠାରୁ କୁଳବଡ଼କ୍ଷୀର କଟରପଟରପଡ଼ା ଭାୟା ମାଳିଆ ଛକ ପର୍ଯ୍ୟନ୍ତ ରାସ୍ତାକୁ ମୁଖ୍ୟମନ୍ତ୍ରୀ…

ନେମାଳ ଥାନାକୁ ଘେରାଉ କଲେ ସାମ୍ବାଦିକ ; ଆକ୍ରମଣକାରୀଙ୍କୁ ଗିରଫ ଦାବି

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅର୍ନ୍ତଗତ ଦୈନିକ ଛାପା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ରତ୍ନାକର ବାରିକଙ୍କୁ ଜଣେ ବାଲି ମାଫିଆ ଗତ ୨୨ ତାରିଖ ଦିନ ଅତର୍କିତ ଭାବେ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏଥି ମଧ୍ୟରେ ୧୨ଦିନ ବିତିଯାଇଥିଲେ ମଧ୍ୟ…

ପ୍ରଥମ ଥର ପାଇଁ ନାବେଟ୍‍ କ୍ୟୁସିଆଇ ରାଙ୍କିଂ: କିଟ୍‍ ପଲିଟେକ୍‍ନିକ ରାଜ୍ୟରେ ପ୍ରଥମ

ଭୁବନେଶ୍ୱର, ୨ ।୮: କ୍ୟୁସିଆଇ ନାବେଟ ରାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‍ ପଲିଟେକ୍‍ନିକ୍‍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ…

ପୋଖରୀରେ ବୁଡି ଶିଶୁ କନ୍ୟା ମୃତ

ଭଦ୍ରକ/ସୀତାକାନ୍ତ ପାଢ଼ୀ : ପୋଖରୀରେ ପଡିଯାଇ 8 ମାସ ର ଶିଶୁ କନ୍ୟା ମୃତ ଘଟିଛି | ମୃତ ଶିଶୁ କନ୍ୟା ଜଣକ ଭଦ୍ରକ ସହର ଉପକଣ୍ଠ ଉପର ବାଗୁରାଇ ଅଞ୍ଚଳର ହୋଇଥିବା ସୂଚନା ମିଳିଛି |ଭଦ୍ରକ ଉପର ବାଗୁରାଇ ସ୍ଥିତ ଫିସରୀ ବନ୍ଧ ଉପରେ ଶିଶୁ ଟି ଆଜି ସକାଳେ ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି…

ଉନ୍ମୋଚନ ହେଲା ଓଡିଶା ପଲିଟେକ୍‌ନିକ୍‌ ରାଙ୍କ

ଭୁବନେଶ୍ୱର,: ରାଜ୍ୟର ଉଭୟ ସରକାରୀ ଏବଂ ବେସରକାରୀ ପଲିଟେକ୍‌ନିକ୍‌ ଶିକ୍ଷାନୁଷ୍ଠାନମାନଙ୍କର ରାଙ୍କିଙ୍ଗ୍‌ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ…

ଅନାଥଙ୍କ ନାଥ ସ୍ୱୟଂ ଜଗନ୍ନାଥ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ଦୁର୍ବିପାକ ଏବଂ ଦୈବ ସିନା ସହିଲାନି , ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ , ମମତା ,…

ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ…