ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀମାନଙ୍କୁ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମ୍ମାନିତ କରାଗଲା

ଭୁବନେଶ୍ୱର - ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଜିଲ୍ଲା କାର୍ଯ୍ୟାଳୟରେ ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ନେଟା ଡି. ସୌଜାଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ…

ପିସିସି ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର :  ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୬ତମ ପବିତ୍ର ସ୍ୱାଧୀନତା ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ସେବାଦଳ ପକ୍ଷରୁ ପରିଚାଳିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ…

ଜଗଦଲପୁର ଥାନା ରେ ସ୍ୱାଧୀନତା ଦିବସ

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଠାରେ 76 ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି l ଏ ଅବସର ରେ ଥାନା ଅଧିକାରୀ ସୁଷମା କୁଅଁର ଙ୍କ କର କମଳ ରେ ଜାତୀୟ ପତାକା ଉତ୍ତୋଳନ କରି ଅଭିଵାଦନ ଗ୍ରହଣ କରିଥିଲେ l ଶ୍ରୀମତୀ କୁଅଁର ସ୍ୱାଧୀନତା ସଂଗ୍ରାମ ରେ ଯୋଗ ଦେଇ ଯେଉଁ…

ରାଉରକେଲାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

କଳା, ସଂସ୍କୃତି, ଐତିହ୍ୟ ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ରାଉରକେଲାର ରହିଛି ସ୍ୱତନ୍ତ୍ର ପରିଚୟ: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ରାଉରକେଲା,(ବସନ୍ତ କୁମାର ଜେନା ): ରାଉରକେଲାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ…

ସୁଡା ପରିସରରେ “ଟିମ୍ ଅର୍ବାନ ଓଡିଶା” ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

ଭୁବନେଶ୍ୱର: ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସହରାଚଂଳ ବିକାଶ ସଂସ୍ଥା ( ସୁଡା) ପରିସରରେ “ଟିମ୍ ଅର୍ବାନ ଓଡିଶା” ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ - “ଗାନ୍ଧୀଜୀ ଓ ଓଡିଶା” ଶିର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ…

“ସଖି” ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ “ଆଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା "ସଖି" ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ କେରାଣ୍ଡି ଗ୍ରାମ ପଞ୍ଚାୟତର ବ୍ରାହ୍ମଣ ସୀତାପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଠାରେ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ସ୍ବାଧୀନତା ଦିବସରେ ମୋ ସ୍କୁଲ ଅଭିଯାନକୁ କୃତି ଛାତ୍ରୀଙ୍କ ଏକ ବର୍ଷର ବୃତ୍ତି ରାଶି କଲେ ଦାନ

ପାଇକମାଳ, :   ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ପାଇକମାଲ ବ୍ଲକ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଧାବୀ ଛାତ୍ରୀ ୨୦୨୦-୨୧ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସରକାରଙ୍କ ପକ୍ଷରୁ ପାଇଥିବା ମେଧା ବୃତ୍ତି…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

କୋଲକାତା/ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳୀୟ ମିଳିତ ମଞ୍ଚର ମିଳିତ ଆନୁକୂଲ୍ୟରେ କୋଲକାତାଠାରେ ୭୬ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।ଲେନିନ୍‌ ସରଣୀଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବାବେଳେ…

“ସବୁ ଜୀବନ ମୂଲ୍ୟବାନ” ହେଉଛି ଆମର ନୀତି: ମୁଖ୍ୟମନ୍ତ୍ରୀ

https://youtu.be/Yobz3JBPcX4 ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ଯେପରି ଗୋଟିଏ ବି ଜୀବନ ହାନୀ ନ ହୁଏ ତାହା ସୁନିଶ୍ଚିତ କର ଯୋଗାଯୋଗରେ କୌଣସି ଗୁରୁତର ବିଭ୍ରାଟ ବରଦାସ୍ତ କରାଯିବନି ୧୦ଟି ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରୂହନ୍ତୁ ବିପଦସଂକୁଳ…

ବିଭନ୍ନ ସ୍ଥାନରେ ୭୬ ତମ ସ୍ବାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୬ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।…