ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଉତ୍କଳ ସାମ୍ବାଦିକ ସଂଘର ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ
ଭଞ୍ଜନଗର (ନିଲୁ ବିଷୋୟୀ) : ଦୀର୍ଘ ୩୦ବର୍ଷ ଧରି ଘୁମୁସରବାସୀ ବିଭିନ୍ନ ସମୟରେ ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକ ଏବଂ ୫ଟି ଏନ୍.ଏ.ସିକୁ ନେଇ ଘୁମୁସର ଜିଲ୍ଲା ନିମନ୍ତେ ନିଜର ନାର୍ଯ୍ୟ ଦାବୀ ସରକାର ଏବଂ ପ୍ରଶାସନକୁ ଜଣାଇବା ସହିତ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଏଥି ସହିତ ନୀଳମଣି…