ଛୋଟ ବଡ଼ ଖାଲ ଖମା ରାସ୍ତା ମରାମତି କଲେ ସରପଞ୍ଚ।
କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ /ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ମୁଖ୍ୟ ରାସ୍ତା ମରାମତି କଲେ ସରପଞ୍ଚ ସଞ୍ଜୟ ନିସିକା । କୁମ୍ଭାରଗୁଡାଠାରୁ ଥେରୁବାଲି ପର୍ଯ୍ୟନ୍ତ ଆରଡି ବିଭାଗ ପକ୍ଷରୁ କରାଯାଇଥିବା ମୁଖ୍ୟ ରାସ୍ତା ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଠାରୁ…