ପୋଲିସକୁ ଚକମା ଦେଇ ଫେରାର ମାରିଥିବା ହତ୍ୟାକାରୀ ଗିରଫ

ଟିଟିଲାଗଡ଼ ବହୁ ଚର୍ଚିତ ଲିଜା ଡାକୁଆ ହତ୍ୟା ଘଟଣା ର ହେଲା ପର୍ଦାଫାଶ... ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର :  ତିନି କୋଣିଆ ପ୍ରେମ ସମ୍ପର୍କ କୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ l ଜଣେ ବିବାହିତ ମହିଳା ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ…

ଠିପିଖୋଲା ମଦ ଦୋକାନ ପ୍ରସ୍ତାବ କୁ କଡା ବିରୋଧ: ଆଗକୁ ଆନ୍ଦୋଳନ ର ଚେତାବନୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଏକ ଠିପି ଖୋଲା ମଦ ଦୋକାନ , ପାଇକମାଲ ରୁ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତା କଡରେ , ପାଇକମାଲ ମୁଖ୍ୟଛକ ଠାରୁ ପଦ୍ମପୁର ପଟ କୁ ମାତ୍ର ଦେଢ଼ ଶହ ମିଟର ଦୂରରେ ଏକ ଠିପିଖୋଲା ମଦ ଦୋକାନ ଖୋଲିବା ପ୍ରସ୍ତାବ ଉପରେ ଗତ 17 ତାରିଖ ଦିନ ବରଗଡ଼…

ATM ଲୁଟ୍ ଉଦ୍ୟମ ପଣ୍ଡ : ଗ୍ୟାସ୍ କଟରରେ କାଟୁଥିଲେ ମେସିନ୍, ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା

ଭଦ୍ରକ : (ସତ୍ୟବ୍ରତ ନାୟକ) ଗ୍ୟାସ୍ କଟରରେ ଏଟିଏମ କାଟି ଚୋରି ଉଦ୍ୟମ ବେଳେ ପହଞ୍ଚିଗଲା ପୋଲିସ ପାଟ୍ରୋଲିଂ ଗାଡି । ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା । ଏଟିଏମ ଲୁଟ୍ ଉଦ୍ୟମ ହେଲା ପଣ୍ଡ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବଜାର ସ୍ଥିତ ଷ୍ଟେଟ୍…

ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରତି ଯୋଗିତା

କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥ ପୁର ଖେଳ ପଡ଼ିଆଠାରେ ଜାତୀୟ କ୍ରୀଡା ଦିବସ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ବର୍ଗର ଖେଳ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ…

ଠିକା କର୍ମଚାରୀ କଳା ବ୍ୟାଜ ପିନ୍ଧି ଧର୍ମଘଟ।

କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ:  ରାଜ୍ୟରେ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟି କର୍ମଚାରୀ ଭାବେ ଗ୍ରହଣ କରିବା ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ କର୍ମଚାରୀ ମାନେ ଧାରଣା ଆନ୍ଦୋଳନରେ ଯୋଗ ଦେଇ ସରକାରଙ୍କ ନିକଟରେ ଦାବି କରିଥିଲେ ବି କୌଣସି ସୁଧାର ଆସୁନାହିଁ।ତେଣୁ ରାଜ୍ୟ ସାରା ଠିକା…

ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ; ଆତଙ୍କିତ ଗ୍ରାମବାସୀ : କ୍ଷୟକ୍ଷତି ବୁଲି ଦେଖିଲେ ବିଜେପି ନେତା

ଭଞ୍ଜନଗର, : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଲେମ୍ଭେଇ,ତାରସିଙ୍ଗି ଓ କୋକଳବା ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଆଜକୁ ପାଞ୍ଚଦିନ ହେଲାଣି ହାତୀ ଉପଦ୍ରବ ଲାଗି ରହିଛି। ଯାହା ଫଳରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ହାତୀ ପଲ ଉକ୍ତ ଅଞ୍ଚଳରେ ଲାଗିଥିବା ବ୍ୟାପକ ଧାନ ଫସଲ ଓ…

ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ଜୁନିୟର ରେଡ଼କ୍ରସ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ଼କ୍ରସ  ମୁଖ୍ୟ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରାଙ୍କ ନିର୍ଦ୍ଧେଶରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟାଧର ପ୍ରଧାନଙ୍କୁ ନେତୃତ୍ୱରେ କୁଜଙ୍ଗ ବ୍ଲକର ଶ୍ରୀଚନ୍ଦନପୁର ଓ ତିର୍ତ୍ତୋଲ ବ୍ଲକର କୋଲର ପଞ୍ଚାୟତରେ…

ମାଟିଆ ସମ୍ପ୍ରଦାୟ ଅନୁସୂଚିତ ଜାତି ଓ ଜନ ଜାତି ର ନ୍ୟାୟ ପାଇଁ ରାଲି

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରେ ଥିବା ସିପି ଛକ ଠାରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଅଫିସ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରାଲିରେ ଦଳିତ ବିକାଶ ପରିଷଦର ସଭପତି ଶ୍ରୀଯୁକ୍ତ ଶଙ୍କର ଦାସ ନେତୃତ୍ଵ ନେଇଥିଲେ ସ୍ୱାଧୀନତାର ୭୫ବର୍ଷ ଅବସରରେ ଆଜାଦି ର…

ଗଜପତି ଜିଲ୍ଲାର ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟ ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାରସିଙ୍ଗି ପୋଲ , କାଶୀପଦରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର…

ଅଡାଜର ପଞ୍ଚାୟତ ରେ ଝାଡା ବାନ୍ତି ଆକ୍ରାନ୍ତ ରେ ମୃତ୍ୟୁ ପରିବାରଙ୍କୁ ଭେଟିଲେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:ଗତ ପନ୍ଦର ଦିନ ଧରି କାଶୀପୁର ବ୍ଳକର ଅଡାଜୋର ପଞ୍ଚାୟତ ରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ନିଜେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ଵର ମାଝୀ ଭେଟି ସେମାନଙ୍କ ପରିବାରକୁ ରାସନ ଖାଦ୍ୟ ସହ ବସ୍ତ୍ର ଦେଇଛନ୍ତି…