ନୟାଗଡ଼ ସହରରେ ପାର୍ବଣ ଋତୁରେ କଟକଣା

ନୟାଗଡ଼(ବିଶ୍ୱଜିତ ନାୟକ) -  ନୟାଗଡ଼ ପୌର ପରିଷଦ ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ସହରାଂଚଳରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସଂଘୀୟ ପୂଜା ଅନୁଷ୍ଠାନମାନଙ୍କର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ସହରାଂଚଳରେ ପୂଜା ସମୟରେ…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋସ କୁମାର ନାୟକ ଯୋଗଦେଇ ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ…

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

https://youtu.be/oo9tSJx6WNc ପାରଳାଖେମୁଣ୍ଡି / ବାଳକୃଷ୍ଣ / ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଜାତୀୟ କ୍ରୀଡ଼ା ଦିବସ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ…

ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ

ରାଜନଗର (ପର୍ଶୁରାମ ସ୍ବାଇଁ ) ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଆଜି ଗୋଟିଏ ଦିନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ କେଉଁଠି ନୂତନ ଗୃହର ଲୋକାର୍ପିତ ତ କେଉଁଠି ନୂତନ ପ୍ରକଳ୍ପର ର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି | ଖବର ମୁତାବକ ବିଧାୟକ ଶ୍ରୀ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ…

ଅହିଂସା ରଥ କୁ ଭବ୍ୟ ସ୍ୱାଗତ

https://youtu.be/hbZYr77hbxo ବରଗଡ :- ଗତ ତିନିଦିନ ଧରି ବଟଗଡ଼ ର ବିଭିନ୍ନ ବ୍ଲକ ବୁଲିବା ପରେ ଆଜି ଶେଷ ପର୍ଯାୟରେ ଅହିଂସା ରଥ ନିର୍ଦ୍ଧାରିତ ସମୟ ଠିକ ଅପରାହ୍ନ 3 ଘଣ୍ଟା ସମୟରେ ପାଇକମାଲ ମୁଖ୍ୟ ଛକ କୁ ପହଞ୍ଚି ଥିଲା । ମୁଖ୍ୟ ଛକରେ ପାଇକମାଲ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା ଙ୍କର…

ଟିପିସିଓଡିଏଲ୍‌ ଓଏନିଲାଇନ୍‌ ସହ ଯୋଗିତାରେ ସଠିକ୍‌ ସ୍ପଟ୍‌ ବିଲିଂ ପାଇଁ ଏଆଇ-ଭିତିକ ଓସିଆର୍ ପ୍ରଯୁକ୍ତିର ମୂତୟନ

ଭାରତର ପ୍ରଥମ ୟୁଟିଲିଟି ପ୍ରଦାନକାରୀ ଭାବେ ଓସିଆର୍‌ ଜରିଆରେ ସ୍ପଟ୍‌ବିଲିଂ ବିକଳ୍ପ ଚୟନ ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅଣ-ବୈଷୟିକ କ୍ଷତିହ୍ରାସ ଏବଂ କ୍ଷେତ୍ରସ୍ଥଳରେ କାର୍ଯ୍ୟ…

ଦିଲ୍ଲୀରୁ ଜନ୍ମମାଟିକୁ ଫେରିଲା ମୃତ ଦିନ ମଜୁରିଆଙ୍କ ପାର୍ଥିବ ଶରୀର

ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର ଭୁବନେଶ୍ୱର :ଜଗତସିଂହପୁର ଜିଲ୍ଲାର ୪୨ ବର୍ଷିୟ ବାସିନ୍ଦା ସଞ୍ଜୟ ଲେଙ୍କା ନୂଆଦିଲ୍ଲୀରେ ରହି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୨୬ ତାରିଖରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସହକର୍ମୀମାନଙ୍କ ସହଯୋଗରେ…

ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ନେଇ ବୈଠକ ନେଲେ ମନ୍ତ୍ରୀ ଅତନୁ

ସ୍ଥଳ ଅନୁଧ୍ୟାନ ସହ ବିଭାଗୀୟ ପଦାଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶ ଭୁବନେଶ୍ୱର - ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବକଳେବର ହେବାସହ ବଦଳିବ ଏହାର ପରିବେଶ । ଭିତିଭୂମି ବିକାଶ କରାଯିବ । ଲୋକମାନେ ଯେପରି ଭଲରେ ସ୍ୱାସ୍ଥ୍ୟସେବା ପାଇବେ ସେଥିପ୍ରତି ଧ୍ୟାନ ଦିଆଯିବ ।…

ଆଦର୍ଶ ବିଦ୍ୟାଳୟ: ଦ୍ବାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର :ଓଡିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଟିତ ସ୍ବତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ। ଓଡିଶାର ପିଲାମାନଙ୍କୁ ଗୁଣାତ୍ମକ…

ସଂସ୍କୃତି ମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ

ଜଳେଶ୍ୱର ସ୍ଥିତ ରାଇବଣିଆ କିଲ୍ଲା ପରିଦର୍ଶନ ଓ ସଂରକ୍ଷଣ ପାଇଁ ପଦକ୍ଷେପ ମନ୍ମଥ-ମନୋଜ ମେମୋରିଆଲ ମ୍ୟୁଜିୟମର ନିର୍ମାଣ କାର୍ଯ୍ୟ ସଂପର୍କରେ ତଦାରଖ ଭୁବନେଶ୍ୱର:ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର…