ଉପନିର୍ବାଚନ ରେ ବିଜୟୀ ହେବା ପରେ ବାପା ଙ୍କର ସମାଧି କୁ ଯାଇ ମୁଣ୍ଡିଆ ମାରିଲେ ବର୍ଷା
ସ୍ମଶାନ ରେ ଥିଲା ଶୋକକୁଳ ପରିବେଶ
ବରଗଡ଼ :- ଉପନିର୍ବାଚନ ରେ ରେକର୍ଡ ବିଜୟ କିନ୍ତୁ ମନରେ ଏଇ ମାତ୍ର ଦୁଇ ମାସ ପୂର୍ବରୁ ବାପାଙ୍କୁ ହରେଇଥିବା କୋହ , ବିଜୟର ଉତ୍ସାହ ଅପେକ୍ଷା ବାପାଙ୍କୁ ସବୁଦିନ ପାଇଁ ହରେଇଥିବା କୋହ ଅଧିକ ରହିଛି । ପିତା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅକାଳ…