ଘନ ଘନ ବିଦ୍ୟୁତ କାଟ ବିରୋଧରେ ଏବଂ ୩୦୦ ୟୁନିଟ ମାଗଣା ବିଜୁଳି ଦାବିରେ ଆନ୍ଦୋଳନ ବ୍ୟାପକ କରାଯିବ
ବିଦ୍ୟୁତ ଉପଭୋକ୍ତା ମହାସଂଘ ବୈଠକରେ ନିଷ୍ପତ୍ତି
ଭୁବନେଶ୍ୱର (ତା ୨୫. ୦୫. ୨୦୨୫) : ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ର ଜରୁରୀ ବୈଠକ ମହାସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସଭାପତିତ୍ୱରେ ଭୁବନେଶ୍ୱର ୟୁନିଟ -6ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ…