ରିଲାଏନ୍ସ ଜିଓ ପାଲଟିଲା ଓଡ଼ିଶାର ଏକ ନମ୍ବର ଓୟାରଲାଇନ୍ ସେବା ପ୍ରଦାନକାରୀ
ଅକ୍ଟୋବରରେ ବିଏସ୍ଏନ୍ଏଲ୍କୁ ଟପିଲା: ଟ୍ରାଇ ତଥ୍ୟ
ରାଜ୍ୟର ୩୭ରୁ ଅଧିକ ସହର ଓ ନଗରକୁ ଜିଓଫାଇବର ସେବା ସମ୍ପ୍ରସାରଣ ସହ ଗୃହ ଓ ବାଣିଜ୍ୟିକ ବ୍ରଡ୍ବ୍ୟାଣ୍ଡ୍ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ସୁଦୃଢ଼ କଲା ଜିଓ
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତାକ୍ରମେ, ସର୍ବାଧିକ ସଂଖ୍ୟକ ମୋବାଇଲ୍…