ଫକୀର ମୋହନ ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହେଲା ମୋ କଲେଜ୍ ଅଭିଯାନର କର୍ମଶାଳା
ବାଲେଶ୍ୱର: ଫକୀର ମୋହନ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ “ମୋ କଲେଜ୍” ଅଭିଯାନର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ପାରଦର୍ଶିତା ଲାଭ, ଶିକ୍ଷା, ସଂସ୍କୃତି, କ୍ରୀଡ଼ା, କଳା, ନେତୃତ୍ୱ ଗ୍ରହଣ, ସ୍ଵପ୍ନ ତଥା ଯୋଜନା ପ୍ରସ୍ତୁତି ଓ ସର୍ଜନଶୀଳତା…