ରାଜନୀତିର ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ସତ୍ୟାଗ୍ରହ
୨୩ ବର୍ଷ ବିଜେଡି ଶାସନରେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି ଓଡିଶା: ସମୀର ମହାନ୍ତି
ଭୁବନେଶ୍ୱର: ଶାନ୍ତିପ୍ରିୟ ରାଜ୍ୟ ଏବଂ ଜଗନ୍ନାଥ ସଂସ୍କୃତିରେ ଓଡିଶାର ସୁଖ୍ୟାତି ରହିଛି । ମାତ୍ର ଗତ ୨୩ ବର୍ଷରେ ବିଜେଡିର ନିରୁଙ୍କଶ ଶାସନରେ ଓଡିଶା ଆଜି ରାଜନୈତିକ ଅପରାଧୀଙ୍କ ଚରାଭୂଇଁ…