ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟ ବିଚାରପତି
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି ନରସିଂହ ରବିବାର ଦିନ ଓଡ଼ଗାଁ ଗସ୍ତରେ ଆସି ସନ୍ଧ୍ୟାରେ ଓଡ଼ଗାଁ ରଘୁନାଥ ମନ୍ଦିର ଠାରେ ପହଞ୍ଚିଥିଲେ । ପରେ ଶ୍ରୀ ରଘୁନାଥ ଜୀଉଙ୍କ ଆଳତି ଦର୍ଶନ ସାରି ଭଦ୍ର ମଣ୍ଡପରେ କିଛି ସମୟ ବସିଥିଲେ । ଏହି ସମୟରେ…