“ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ”
ଜଗତସିଂହପୁର/ସୁମନ୍ତକୁମାରଦାସ:ପୁସ୍ତକ ମେଳାର ତୃତୀୟ ସଂଧ୍ୟାରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗାଳ୍ପିକ ବିଷ୍ଣୁ ସାହୁ ଓ ଯୁବ ଗାଳ୍ପିକା ପ୍ରଜ୍ଞା ପାରମିତା ରଥ "ପ୍ରିୟ ଲେଖକଙ୍କ ସହ ଦିନଟିଏ"କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ପାଠକ ହିଁ ସର୍ବଶ୍ରେଷ୍ଠ ସାହିତ୍ୟିକ ବୋଲି…